Home >
ପ୍ଲାଟୋ ସ୍ଥିତିରେ କରୋନା ସଂକ୍ରମଣ,ଆଜି ପୁଣି ରାଜ୍ୟରେ ୮ ହଜାର ୨୧୬ ଆକ୍ରାନ୍ତ ଚିହ୍ନଟ
Khabar Odisha:Coronavirus-infection-in-Plateau-state-with-4216-cases-again-in-the-state-today
ଭୁବନେଶ୍ୱର, ମେ 04 (ଖବର ଓଡିଶା) :

ଚିନ୍ତା ବଢାଉଛି କରୋନା ସଂକ୍ରମଣ । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ପରେ ଚିହ୍ନଟ ହେଉଥିବାରୁ ଆଜି ବି ସମାନ ଅବସ୍ଥା । ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮୨୧୬ କରୋନା ଆକ୍ରାନ୍ତ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୁନ୍ଦରଗଡ଼ରୁ ୬୩୬, କଟକରୁ ୪୪୭, ପୁରୀରୁ ୪୦୨, ଅନୁଗୁଳରୁ ୩୯୪, ସମ୍ବଲପୁରରୁ ୩୮୫, ବରଗଡ଼ରୁ ୩୭୫ ପଜିଟିଭ୍ ବାହାରିଛନ୍ତି । ସେହିପରି ଯାଜପୁରରୁ ୩୪୭, ନବରଙ୍ଗପୁରରୁ ୩୧୯, ଝାରସୁଗୁଡ଼ାରୁ ୩୧୬, ବଲାଙ୍ଗିରରୁ ୩୦୫, ବାଲେଶ୍ୱରରୁ ୩୦୨, ନୂଆପଡ଼ାରୁ ୨୬୧, ନୟାଗଡ଼ରୁ ୨୫୦, ସୁବର୍ଣ୍ଣପୁରରୁ ୨୪୮, କଳାହାଣ୍ଡିରୁ ୨୩୮ ପଜିଟିଭ୍ ଚିହ୍ନଟ ବାହାରିଛନ୍ତି।

ସେହିପରି ଭାବରେ ନୟାଗଡ଼- ୨୫୦, ସୁବର୍ଣ୍ଣପୁର- ୨୪୮, ଷ୍ଟେଟ୍ ପୁଲ୍ ଓ କଳାହାଣ୍ଡିରୁ ୨୩୮ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାୟଗଡ଼ା- ୨୩୨, ମୟୂରଭଞ୍ଜ- ୧୯୦, କୋରାପୁଟ- ୧୩୩, କେନ୍ଦୁଝର- ୧୨୯,

ଗଜପତି- ୧୨୧, ଜଗତସିଂହପୁର- ୧୦୬,ବୌଦ୍ଧ ଓ ଦେବଗଡ଼ରୁ ୯୮ ଲେଖାଏଁ, କେନ୍ଦ୍ରାପଡ଼ା- ୮୭, କନ୍ଧମାଳ- ୭୭ ସହ ଗଞ୍ଜାମ- ୬୯, ଭଦ୍ରକ- ୬୩, ଢେଙ୍କାନାଳ- ୪୭, ମାଲକାନଗିରିରୁ ୩୨ ଚିହ୍ନଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

  • Tags:

Subscribe

National International State Sports Entertainment