Home >
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୬୧ କରୋନା ଆକ୍ରାନ୍ତ
Khabar Odisha:Another-561-Covid-patients-have-recovered-in-Odisha

ଭୁବନେଶ୍ୱର, ସେପ୍ଟେମ୍ବର ୧୫ (ଖବର ଓଡ଼ିଶା): ରାଜ୍ୟରେ କରୋନା ସଂକ୍ରମଣ କିଛି ମାତ୍ରାରେ ତଳମୁହାଁ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ସ୍ଥିର ରହିଛି । ପୂର୍ବରୁ ରାଜ୍ୟରୁ ପ୍ରାୟ ହଜାରେ ଉପରେ କରୋନା ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ ଗତ କିଛି ଦିନ ହେବ ସୁସ୍ଥ ସଂଖ୍ୟା ହଜାରେ ତଳେ ରହୁଛି । ଆଜି ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ପୁରା ରାଜ୍ୟରୁ ୫୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୂଯାଇ ସୁସ୍ଥ ହୋଇଥିବା ୫୬୧ ଜଣଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୯୧ ଜଣ ସୁସ୍ଥ ହୋଇଛନ୍ତି ।

ଆଜିର ସୁସ୍ଥ ହାରକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୪୧୬୪ ରେ ପହଞ୍ଚିଛି ।ଣ୍ଟ

  • Tags:

Subscribe

National International State Sports Entertainment