Home >
ଏକାଧିକ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଆସନ୍ତା ୧୭ ତାରିଖରୁ ବନ୍ଦ ରହିବ ଏମସ୍ ର ଓପିଡ଼ି
Khabar Odisha:AMSs-OPD-will-be-closed-from-the-16th-of-next-month-after-multiple-employees-are-identified-as-corona-positive
ଭୁବନେଶ୍ୱର ,ଜାନୁଆରୀ 15(ଖବର ଓଡ଼ିଶା):

ଆସନ୍ତା ୧୭ ତାରିଖରୁ ଏମସ୍ ର ଓପିଡ଼ି ବନ୍ଦ ଲାଗି ଘୋଷଣା ହୋଇଛି । ଏମସ୍ କିଛି କର୍ମଚାରୀ ଓ ଅଧିକାରୀ କରୋନାରେ ଆକ୍ରାନ୍ତ ପରେ ଏପରି ନିଷ୍ପତ୍ତି ନିଆଯାଇଛି ।

TCS and AIIMS join hands to transform the OPD experience | TCS CSR

କିନ୍ତୁ ଓପିଡ଼ି ବନ୍ଦ ହେଲେ ମଧ୍ୟ କିଛି ଜରୁରୀକାଳୀନ ସେବା ଜାରୀ ରହିବ । ତେବେ ଏହି ପଦକ୍ଷେପ ଗ୍ରହଣ ନେଇ ସୁଚନା ଦେଇଛି ଭୁବନେଶ୍ୱର ଏମସ୍ । ଟେଲିମେଡି ସର୍ଭିସେସ ଜରିଆରେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିପାରିବେ ରୋଗୀ ।

ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ ମଧ୍ୟରେ ମଧ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରିପାରିବେ ରୋଗୀ । କାଜୁଆଲିଟି, ଏମରଜେନ୍ସି ଓ ଡାଇଲେସିସ୍ ସେବା ଜାରି ରହିବ ।

AIIMS OPD shifted to new building

ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଏହା ଲାଗୁ ରହିବ ।

  • Tags:

Subscribe

National International State Sports Entertainment