ଭୁବନେଶ୍ୱର: ବିଜୁ-ନବୀନ ଇନ୍ସିପରେସନାଲ୍ ଫାଉଣ୍ଡେସନକୁ ନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ପଷ୍ଟୀକରଣ ଦେଇଛନ୍ତି । ଏଥିରେ କୌଣସି ରାଜନୈତିକ ଦଳରୁ ଅର୍ଥ ଆସୁ ନାହିଁ । ଏହି ଟ୍ରଷ୍ଟ କେବଳ ଓଡ଼ିଶା ଲୋକଙ୍କ ହିତ ପାଇଁ ଖୋଲା ଯାଇଥିବା କହିଛନ୍ତି ନବୀନ । Read More >
ଭୁବନେଶ୍ୱର: କଂଗ୍ରେସ ଦେଖାଦେଖି ବିଜୁ ଜନତା ଦଳ ମଧ୍ୟ ଆକ୍ସନ ମୁଡ୍ କୁ ଆସିଛି । ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୁଦ୍ଧରେ ଯାଇଥିବା ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । Read More >
ଭୁବନେଶ୍ୱର: ବିଧାନସଭାରେ ‘ହାଏ ହାଏ’ ନାରା ବଦଳରେ ଶୁଭିଛି ‘ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ’ । ଆଜି ବିଧାନସଭା ପରିସର କାନ୍ଦ ବୋବାଳିରେ ଫାଟି ପଡ଼ୁଛି । ଏକ କଥା ଅଜବ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । Read More >
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ପରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମ ନୁହେଁ ଭବାନୀପୁର ଆସନରୁ ଲଢ଼ିବାକୁ ଯାଉଛନ୍ତି । ଏହି ଦୁଇଟି ଆସନରେ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି । Read More >
ଭୁବନେଶ୍ୱର: କଂଗ୍ରେସ ଦଳରୁ ସଦ୍ୟତମ ଭାବେ ନିଲମ୍ବିତ ହୋଇଥିବା ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ରମେଶ ଜେନା ଏବଂ ଦାଶରଥୀ ଗୋମାଙ୍ଗୋଙ୍କ ବିଧାନସଭା ଆସନ ବଦଳିବ । ଏଥି ନିମନ୍ତେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ବାଚସ୍ପତି ସୁରମା ପାଢ଼ୀଙ୍କୁ ଚିଠି ଲେଖିଛନ୍ତି । Read More >
ଭୁବନେଶ୍ୱର: କଟକ ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ବିଧାନସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି । ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । Read More >
ଭୁବନେଶ୍ୱର: ଶ୍ରମୟୀ ମିଶ୍ର କାଗଜପତ୍ର ପ୍ରମାଣ ସହିତ ଭିକେ ପାଣ୍ଡିଆନ ଏବଂ ସଂତୃପ୍ତ ମିଶ୍ର ଖୁଲାସା କରିଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାର ଜନତାଙ୍କୁ ଧୋକା ଦେଇ ନିଜ ସାମ୍ରାଜ୍ୟକୁ ଭଣ୍ଡ ସନ୍ୟାସୀ ହାତରେ ଟେକି ଦେଇଛନ୍ତି । ଯାହାର ପ୍ରମାଣ ଦେଇଛନ୍ତି ଶ୍ରୀମୟୀ । Read More >
ଭୁବନେଶ୍ୱର: ଦଳୀୟ ନିର୍ଦ୍ଦେଶାବଳୀକୁ ଅବମାନନା କରିବା କଂଗ୍ରେସ ତିନି ବିଧାୟକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଏବଂ ମୋହନା ବିଧାୟକ ଦାଶରଥୀ ଗୋମାଙ୍ଗୋଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । Read More >
ଭୁବନେଶ୍ୱର: ଆଜି ବିଧାନସଭାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । କ୍ରସ୍ ଭୋଟିଂ କରିଥିବା ୧୦ ବିଧାୟକ ଅନୁପସ୍ଥିତ ରହିଛନ୍ତି । କେବଳ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଗୃହରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । Read More >
ଭାରତୀୟ କ୍ରିକେଟ ଦଳର ଖେଳାଳି କୁଲଦୀପ ଯାଦବଙ୍କର ବିବାହ ରିସେପସନ୍ ଲକ୍ଷ୍ନୌର ଗଲ୍ଫ ସିଟିର ହୋଟେଲ ଦି ସେଣ୍ଟ୍ରମରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କ୍ରିକେଟ ତାରକା ଏବଂ ଅନ୍ୟାନ୍ୟ ବହୁ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହିତ ଏହି ରିସେପ୍ସନରେ ଯୋଗଦେବେ। Read More >
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ସମସ୍ତ କଳ୍ପନାକୁ ଭୁଲ ପ୍ରମାଣିତ କରି ବିଜୟ ହାସଲ କରିଥିବା ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଜଗା ଶରଣରେ ପଶିଛନ୍ତି । ମଙ୍ଗଳବାର ଦିଲ୍ଲୀପ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିଛନ୍ତି । Read More >
ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହେବେ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଏହା ନିଶ୍ଚିତ କରିଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ନାହାନ୍ତି। ସେ କେବଳ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ଦାୟିତ୍ୱକୁ ପୂରଣ କରିବେ। Read More >
ମାତ୍ର ୨୮ ଦିନରେ ଆସିଲା ରାୟ, ମୂର୍ତ୍ତି ଚୋରି ଅଭିଯୋଗରେ ୨ ବର୍ଷ କାରାଦଣ୍ଡ
ନୂତନ ଫାଉଣ୍ଡେସନକୁ ନେଇ ସ୍ପଷ୍ଟୀକରଣ ଦେଲେ ନବୀନ, କୌଣସି ଦଳରୁ ଆସୁନାହିଁ ଫଣ୍ଡ୍
ଲୁଟ ମାମଲାରେ ୩ ନାବାଳାକଙ୍କ ସମେତ ୭ ଜଣ ଲୁଟେରା ଗିରଫ
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଜୁଳି ବିଭ୍ରାଟ; ମୋବାଇଲ ଲାଇଟରେ ହେଲା ରୋଗୀସେବା, ଘଣ୍ଟାଏ କାଳ ଲୋକେ ହଇରାଣ