ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡି ମେଣ୍ଟର ସାଂସଦ ଓ ନେତୃବୃନ୍ଦ ସୋମବାର ବାରଖମ୍ବା ରୋଡରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା କରୁଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ତୀବ୍ର ସମାଲୋଚନା କରିଛନ୍ତି । ଚୌହାନ ଏହି କାର୍ଯ୍ୟକୁ ରାହୁଲ ଗାନ୍ଧୀଙ୍କ ଏକ ନାଟକ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରଧାନ ବିଚାରପତିଙ୍କୁ ଭେଟିବା ପାଇଁ ରାହୁଲ ଗାନ୍ଧୀଙ୍କ ସୁପ୍ରିମକୋର୍ଟ ଅଭିମୁଖେ ପଦଯାତ୍ରା
Read More >