ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦେଶପ୍ରତି ଉତ୍ସର୍ଗୀକୃତ ଏବଂ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ଜୁଏଲ ଓରାମ ଓ ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ବିଜେଡି ନେତା ତଥା ରାଜଗାଙ୍ଗପୁର ମ୍ୟୁନିସିପାଲଟି ପୂର୍ବତନ ଚେୟାରମ୍ୟାନ ପୂର୍ଣ୍ଣଚନ୍ଦ୍ର ରାଉତ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । Read More >
ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଏବେ ସବୁ ଦଳ ନିଜ ପାର୍ଥୀ ତାଲିକା ପ୍ରସ୍ତୁତ କରିବାରେ ବ୍ୟସ୍ତ । ଏନେଇ ଆଜି ଦିଲ୍ଲୀରେ ବସୁଛି ବିଜେପିର କୋର କମିଟି ବୈଠକ । Read More >
ସାଧାରଣ ନିର୍ବାଚନ ସୁରୁଖୁରୁରେ ପାଳନ ପାଇଁ ସୂଚନା ଦେଲେ ଜିଲ୍ଲାପାଳ ଓ ଏସପି । ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତେ ପ୍ରସ୍ତୁତ ହୋଇପଡିଛନ୍ତି । Read More >
ରାଜନୈତିକ ଦଳ ଓ ପାର୍ଥୀଙ୍କ ଉପରେ ରହିବ କଡା ନଜର । ଘୋଷଣା ହେଲା ନିର୍ବାଚନ ତାରିଖ । ଭାରତୀୟ ନିର୍ବାଚନ କମିଶନ ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । Read More >
ସରିଲା ଶେଷ ରାଜ୍ୟ କ୍ୟାବିନେଟ ବୈଠକ । ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳର ୭୭ତମ ବୈଠକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ରାଜ୍ୟ କ୍ୟାବିନେଟ୍ ବୈଠକ । Read More >
ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ । ହାଇଦ୍ରାବାଦର ଜଣେ ଯୁବକ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ। ଏନେଇ କର୍ଣ୍ଣଟକର ୟାଦଗିରିରେ ଏକ ମାମଲା ରୁଜୁ ହୋଇଛି । ଯୁବକ ଜଣକ ହାତରେ ବନ୍ଧୁକ ଧରି ଏକ ଭିଡିଓ ଜରିଆରେ ହତ୍ୟା ଧମକ ଦେଇଛି Read More >
ସାଧାରଣ ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତିରେ ସେତିକି ସରଗରମ ହେବାରେ ଲାଗିଛି । ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ସହ ଦଳବଦଳ ପ୍ରକ୍ରିୟା ମଧ୍ୟ ବଢ଼ି ବଢ଼ି ଚାଲିଛି । Read More >
କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟର ଝଟକା । କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । Read More >
ପାଖଇ ଆସୁଛି ନିର୍ବାଚନ । ନିର୍ବାଚନ ଯତିକି ଯେତିକି ପାଖେଇ ଆସୁଛି ଦଳରେ ଅଦଳବଦଳ ସେତିକି ଦେଖିବାକୁ ମିଳୁଛି । Read More >
ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ଅଧିକ ଦଳବଦଳ ଦେଖିବାକୁ ମିଳୁଛି । ଅନେକ ବଡ଼ ବଡ଼ ନେତା ଓ କର୍ମୀ ନିଜ ଦଳ ପରିବର୍ତ୍ତନ କରୁଛନ୍ତି । ଏହି କ୍ରମରେ ରବିବାର ବିଜେପିରେ ସାମିଲ ହୋଇଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ଢାଲି । Read More >
ଦକ୍ଷିଣ ଓଡ଼ିଶାର ଅନ୍ୟତମ ରାଜନୈତିକ ପ୍ରାଣକେନ୍ଦ୍ର ରାୟଗଡା ସହର । ତେବେ ରାୟଗଡା ନିର୍ବାଚନମଣ୍ଡଳୀର ରାଜନୈତିକ ଚିତ୍ରପଟ୍ଟରେ ଆସିଛି ଅନେକ ପରିବର୍ତ୍ତନ । ଚଳିତ ବର୍ଷ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଭିତରେ ଆରମ୍ଭ ହୋଇଯାଇଛି ପତିଆରା ଲଢେଇ, ଛକାପଞ୍ଝା । Read More >
ବିଜେପିରୁ ଲଢିବେକି ଯୁବରାଜ । ହେବକି ରାଜନୀତି ମଇଦାନରେ ଚୌକା ଛକାର ବର୍ଷା । ଏବେ କ୍ରିକେଟ ନୁହଁ ରାଜନୀତିରେ ହେବ ଚୌକା ଛକାର ବର୍ଷା । ରାଜନୀତିକୁ ଓହ୍ଲଇପାରନ୍ତି କ୍ରିକେଟ ଷ୍ଚାର ଯୁବରଜ ସିଂ । Read More >
କଫ ସିରଫ ଓ ବିପୁଳ ନିଶା ବଟିକା ଜବତ କଲା ପୋଲିସ
ଫଗୁ ଦଶମୀ ପାଇଁ ସ୍ଵତନ୍ତ୍ର ନୀତିକାନ୍ତି
ବନ କର୍ମଚାରୀଙ୍କୁ ଗୁଳି ମାଡ
ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ