ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ବଡ଼ ବୟାନ ଦେଇଛନ୍ତି। ବିରୋଧୀ ଦଳ ନେତାଙ୍କୁ ଦାୟିତ୍ୱହୀନ ବୋଲି କହିଛନ୍ତି। ସେ କହିଛନ୍ତି, ଏହା ଦେଶର ଦୁର୍ଭାଗ୍ୟ ଯେ ସଂସଦ ସଦସ୍ୟ ହେବାର ଯୋଗ୍ୟ ନଥିବା ବ୍ୟକ୍ତି ଆଜି ବିରୋଧୀ ଦଳ ନେତା ହୋଇଛନ୍ତି।
Read More >