ଦୁଇଟି ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ରାଜ୍ୟ ବିଜେପି
Khabar Odisha:BJP-Declares-Candidates-For-Balasore-Tirtol-By-Elections
ଭୁବନେଶ୍ୱର, ଅକ୍ଟୋବର ୧୧ (ଖବର ଓଡ଼ିଶା):

ଆସନ୍ତା ନଭେମ୍ୱର 3 ତାରିଖରେ ବାଲେଶ୍ବର ସଦର, ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି ଦଳ । ବାଲେଶ୍ୱର ସଦର ଆସନ ପାଇଁ ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଛି ବିଜେପି ଦଳ । ସେହିଭଳି ତିର୍ତ୍ତୋଲ ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ରାଜ କିଶୋର ବେହେରାଙ୍କୁ ପ୍ରାର୍ଥୀ କରିଛି ରାଜ୍ୟ ବିଜେପି ଦଳ ।

  • Tags:

Subscribe

National International State Sports Entertainment