୨୬ ଜୁଲାଇ, ୧୯୯୯ର ତାରିଖ ଭାରତର ଇତିହାସରେ ଅତ୍ୟନ୍ତ ଖାସ୍। ୨୭ ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ସେନା କାର୍ଗିଲରେ ବିଜୟ ଘୋଷଣା କରିଥିଲା। ୧୮,୦୦୦ ଫୁଟ ଉଚ୍ଚତାରେ ଲଢ଼ାଯାଇଥିବା ଏହି ଯୁଦ୍ଧରେ ୫୨୭ ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ ଏବଂ ୧୩୦୦ରୁ ଅଧିକ ଆହାତ ହୋଇଥିଲେ। କାର୍ଗିଲ ବିଜୟ ଦିବସ ଅବସରରେ ଜାଣନ୍ତୁ ଏହି ଯୁଦ୍ଧର ସମ୍ପୂର୍ଣ୍ଣ କାହାଣୀ।
Read More >