ମୌସୁମୀ ଋତୁ ଆଉ କିଛି ଦିନ ବାକି ଅଛି। କିନ୍ତୁ ପାଣିପାଗ ବିଭାଗ ଆଉ ଏକ ଚିନ୍ତାଜନକ ଚେତାବନୀ ଜାରି କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଜି ଓଡ଼ିଶା, ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ବିହାର ସମେତ ୧୭ଟି ରାଜ୍ୟ ପାଇଁ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି। ଏହି ସମୟ ମଧ୍ୟରେ କିଛି ସ୍ଥାନରେ ଘଣ୍ଟା ପ୍ରତି ୭୦ରୁ ୭୫ କିମି ବେଗରେ ପବନ ବହିପାରେ।
Read More >