ଆନ୍ଧ୍ରପ୍ରଦେଶର ମାର୍କାପୁରମ୍ ନିକଟସ୍ଥ ରାୟଭରମ୍ରେ ଏକ ଘରୋଇ ବସ୍ ଆଜି ସକାଳୁ ପଥର ବୋଝେଇ ଡମ୍ପର ସହିତ ଧକ୍କା ହେବା ଫଳରେ ଅତି କମରେ ୧୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏହି ଦୁର୍ଘଟଣାରେ ପ୍ରାୟ ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଏକ ସ୍ଲାବ୍ ଖଣି ନିକଟରେ ଘଟିଥିଲା, ଯେଉଁଠାରେ ବସ୍ଟି ନିଆଁ ଲାଗିଯାଇଥିଲା ଏବଂ ଅନେକ ଯାତ୍ରୀ ଫସି ରହିଥିଲେ।
Read More >