ହରିୟାଣାର ଫରିଦାବାଦ ଜିଲ୍ଲା ସିହି ଗାଁରେ ଖେଳୁଥିବା ସମୟରେ ବୋରୱେଲ୍ରୁ ଉଦ୍ଧାର ଶିଶୁକନ୍ୟା ଶେଷରେ ପ୍ରାଣ ହାରିଛି। ପ୍ରାୟ ୧୦ ଘଣ୍ଟା ପରେ ଭୋର ୪ଟାରେ ଝିଅଟିର ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁର ସଠିକ୍ କାରଣ ନିର୍ଣ୍ଣୟ କରିବା ପାଇଁ ପୋଷ୍ଟମର୍ଟମ୍ କରାଯିବ।
Read More >