୨୦୦୦ ଟଙ୍କା ଲାଞ୍ଚ ନେଇ ରାଜସ୍ବ ନିରୀକ୍ଷକ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ
Khabar Odisha:The-Revenue-Inspector-was-arrested-by-the-Vigilance-Department-for-taking-a-bribe-of-Rs-2000
କଳାହାଣ୍ଡି, ଏପ୍ରିଲ ୨୩ (ଖବର ଓଡ଼ିଶା):

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ ୨୦୦୦ ଟଙ୍କା ଲାଞ୍ଚ ନେଇ ଶୁକ୍ରବାର ଗିରଫ ହୋଇଛନ୍ତି । ଆରଆଇକୁ ରମେଶ ବାରାଲ ଗିରଫ ହୋଇଛନ୍ତି ।

ବିରଞ୍ଚି ଚୌଧୁରୀ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୨୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଜମି ହସ୍ତାନ୍ତର ଏବଂ ସ୍କେଚ୍ ପ୍ରଦାନ କରୁଥିବା ସମୟରେ ଧରାପଡିଛନ୍ତି ।

  • Tags:

Subscribe

National International State Sports Entertainment