ଆସନ୍ତା ୧୦ତାରିଖରେ ସ୍ଥିତି ପରଖିବାକୁ କୋଟିଆ ଯିବେ ପିସିସି ସଭାପତି
Khabar Odisha:The-PCC-president-will-go-to-Kotia-on-October-10-to-assess-the-situation
ଭୁବନେଶ୍ବର, ମାର୍ଚ୍ଚ ୦୬ (ଖବର ଓଡ଼ିଶା):

ଆସନ୍ତା ୧୦ତାରିଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ଥିତି ପରଖିବାକୁ କୋଟିଆ ଯିବେ ବୋଲି ସୂଚନା ମିଳିଛି  । ପିସିସି ସଭାପତିଙ୍କ ସହ କଂଗ୍ରେସର କିଛି ବରିଷ୍ଠ ନେତାମାନେ ମଧ୍ୟ ଯାଇପାରନ୍ତି 

କୋଟିଆର ଲୋକଙ୍କ ସହ ଆଲୋଚନା କରିବେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । କୋଟିଆକୁ ନେଇ ସରକାରଙ୍କୁ ନିରଞ୍ଜନ ପଚ୍ଚନାୟକଙ୍କ ଟାର୍ଗେଟ କରି କହିଛନ୍ତି ଯେ,ସରକାରଙ୍କ ଆନ୍ତରିକତା ଅଭାବରୁ ମହାନଦୀ ଭଳି କୋଟିଆ ପରିସ୍ଥିତି ସୃଷ୍ଟି ହୋଇଛି ।

  • Tags:

Subscribe

National International State Sports Entertainment