ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ-୨୦୨୬ର ଉତ୍ସାହ ଆରମ୍ଭ ହୋଇଛି ଏବଂ ମ୍ୟାଚ୍ ଆଗକୁ ବଢ଼ିବା ସହିତ ସୁପର-୮ ପାଇଁ ଲଢ଼େଇ ଆହୁରି ତୀବ୍ର ହେଉଛି। ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଦଳ ପାଞ୍ଚଟି ଲେଖାଏଁ ଚାରିଟି ଗ୍ରୁପରେ ବିଭକ୍ତ। ପ୍ରତ୍ୟେକ ଦଳ ନିଜ ଗ୍ରୁପର ଅନ୍ୟ ଦଳ ସହିତ ମୁକାବିଲା କରିବ ଏବଂ ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇଟି ଦଳ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିବ। ମୋଟ ୫୫ଟି ମ୍ୟାଚ୍ ଖେଳାଯିବ, ଫାଇନାଲ୍ ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହେବ।
ଟି୨୦ ବିଶ୍ୱକପ୍-୨୦୨୬ପଏଣ୍ଟ ଟେବୁଲ
ଗ୍ରୁପ୍ ଏ
ଭାରତ - ୩ ମ୍ୟାଚ୍, ୩ ବିଜୟ, ୦ପରାଜୟ, ୬ ପଏଣ୍ଟ, NRR: +୩.୦୫୦ (Q)
ଆମେରିକା - ୪ ମ୍ୟାଚ୍, ୨ ବିଜୟ, ୨ ପରାଜୟ, ୪ ପଏଣ୍ଟ, NRR: +୦.୭୮୭
ପାକିସ୍ତାନ - ୩ ମ୍ୟାଚ୍, ୧ ବିଜୟ, ୧ ପରାଜୟ, ୪ ପଏଣ୍ଟ, NRR: -୦.୪୦୩
ନେଦରଲ୍ୟାଣ୍ଡ - ୩ ମ୍ୟାଚ୍, ୧ ବିଜୟ, ୨ ପରାଜୟ, ୨ ପଏଣ୍ଟ, NRR: -୧.୩୫୨
ନାମିବ୍ୟା - ୩ ମ୍ୟାଚ୍, ୦ ବିଜୟ, ୩ ପରାଜୟ, ୦ ପଏଣ୍ଟ, NRR: -୨.୪୪୩
ଗ୍ରୁପ୍ ବି
ଶ୍ରୀଲଙ୍କା - ୩ ମ୍ୟାଚ୍, ୩ ବିଜୟ, ୦ ପରାଜୟ, ୬ ପଏଣ୍ଟ, NRR: +୨.୪୬୨ (Q)
ଜିମ୍ବାୱେ - ୨ ମ୍ୟାଚ୍, ୨ ବିଜୟ, 0 ପରାଜୟ, ୪ ପଏଣ୍ଟ, NRR: +୧.୯୮୪
ଅଷ୍ଟ୍ରେଲିଆ - ୩ ମ୍ୟାଚ୍, ୧ ବିଜୟ, ୨ ପରାଜୟ, ୨ ପଏଣ୍ଟ, NRR: +୦.୪୧୪
ଆୟାରଲ୍ୟାଣ୍ଡ - ୩ ମ୍ୟାଚ୍, ୧ ବିଜୟ, ୨ ପରାଜୟ, ୨ ପଏଣ୍ଟ, NRR: +୦.୧୫୦
ଓମାନ - ୩ ମ୍ୟାଚ୍, ୦ ବିଜୟ, ୩ ପରାଜୟ, ୦ ପଏଣ୍ଟ, NRR: -୪.୫୪୬
ଗ୍ରୁପ୍ ସି
ୱେଷ୍ଟଇଣ୍ଡିଜ୍ - ୩ ମ୍ୟାଚ୍, ୩ ବିଜୟ, 0 ପରାଜୟ, ୬ ପଏଣ୍ଟ, NRR: +୧.୮୨୦ (Q)
ଇଂଲଣ୍ଡ - ୪ ମ୍ୟାଚ୍, ୩ ବିଜୟ, ୧ ପରାଜୟ, ୬ ପଏଣ୍ଟ, NRR: +୦.୨୦୧ (Q)
ସ୍କଟଲ୍ୟାଣ୍ଡ - ୩ ମ୍ୟାଚ୍, ୧ ବିଜୟ, ୨ ପରାଜୟ, ୨ ପଏଣ୍ଟ, NRR: +୦.୩୫୯
ଇଟାଲୀ - ୩ ମ୍ୟାଚ୍, ୧ ବିଜୟ, ୧ ପରାଜୟ, ୨ ପଏଣ୍ଟ, NRR: -୦.୫୮୮
ନେପାଳ - ୩ ମ୍ୟାଚ୍, ୦ ବିଜୟ, ୩ ପରାଜୟ, ୦ ପଏଣ୍ଟ, NRR: -୧.୯୪୨
ଗ୍ରୁପ୍ ଡି
ଦ. ଆଫ୍ରିକା - ୩ ମ୍ୟାଚ୍, ୩ ବିଜୟ, ୦ ପରାଜୟ, ୬ ପଏଣ୍ଟ, NRR: +୧.୪୭୭ (Q)
ନ୍ୟୁଜିଲ୍ୟାଣ୍ଡ - ୩ ମ୍ୟାଚ୍, ୨ ବିଜୟ, ୧ ପରାଜୟ, ୪ ପଏଣ୍ଟ, NRR: +୦.୭୦୧
ଆଫଗାନିସ୍ତାନ - ୩ ମ୍ୟାଚ୍, ୧ ବିଜୟ, ୨ ପରାଜୟ, ୨ ପଏଣ୍ଟ, NRR: -୦.୨୧୫
ଆମେରିକା - ୩ ମ୍ୟାଚ୍, ୧ ବିଜୟ, ୨ ପରାଜୟ, ୦ ପଏଣ୍ଟ, NRR: -୦.୭୯୭
କାନାଡା - ୨ ମ୍ୟାଚ୍, ୦ ବିଜୟ, ୨ ପରାଜୟ, ୦ ପଏଣ୍ଟ
ସମସ୍ତଙ୍କ ନଜର ଏବେ ସୁପର-୮ ଉପରେ, ଯେଉଁଠାରେ ପ୍ରତ୍ୟେକ ମ୍ୟାଚ୍ ସେମିଫାଇନାଲ ପାଇଁ ସେମାନଙ୍କର ପଥ ନିର୍ଣ୍ଣୟ କରିବ। ସମସ୍ତ ଦଳ ଟାଇଟଲ ଦୌଡ଼ରେ ରହିବା ପାଇଁ ସେମାନଙ୍କର ସର୍ବୋତ୍ତମ ପ୍ରୟାସ କରୁଛନ୍ତି।
ଅଧିକ ପଢ଼ନ୍ତୁ: ଉତ୍ତର ପ୍ରଦେଶ ସମେତ ୧୦ଟି ରାଜ୍ୟରେ ବର୍ଷା ହେବାର ସମ୍ଭାବନା