'ତରଙ୍ଗ ଶକ୍ତି-୨୦୨୬'ର ଦ୍ୱିତୀୟ ସଂସ୍କରଣ ଶନିବାରରେ ରାଜସ୍ଥାନର ଯୋଧପୁର ବାୟୁସେନା ଘାଟିରେ ଆରମ୍ଭ ହୋଇଛି। ଏହି ମେଗା ବାୟୁ ଅଭ୍ୟାସ ୧୨ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତ ବ୍ୟତୀତ ସାତଟି ବନ୍ଧୁ ଦେଶ (ଯୁକ୍ତରାଷ୍ଟ୍ର, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ୟୁଏଇ, ବାଂଲାଦେଶ ଏବଂ ଶ୍ରୀଲଙ୍କା) ସେମାନଙ୍କର ଲଢ଼ୁଆ ବିମାନ ଏବଂ ସାମରିକ ସମ୍ବଳ ସହିତ ଏହି ଅଭ୍ୟାସରେ ସିଧାସଳଖ ଅଂଶଗ୍ରହଣ କରୁଛନ୍ତି। ଏହା ସହିତ ୩୨ଟି ଅନ୍ୟ ଦେଶ ପର୍ଯ୍ୟବେକ୍ଷକ ଭାବରେ ଅଂଶଗ୍ରହଣ କରୁଛନ୍ତି।
Read More >