ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କରୋନା ସଂକ୍ରମିତ
Khabar Odisha:Rajya-Sabha-MP-Sasmit-Patra-Corona-infected
ଭୁବନେଶ୍ବର, ସେପ୍ଟେମ୍ବର ୨୯ (ଖବର ଓଡ଼ିଶା):

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କରୋନା ସଂକ୍ରମିତ ହୋଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି଼ । ସେ ଜଣାଇଛନ୍ତି ଯେ,  ସେ ହୋମ୍ ଆଇସୋଲେସନରେ ଅଛନ୍ତି। ବିଗତ କିଛି ଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ ସ୍ବାବ ନମୁନା ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିଛନ୍ତି।

ବିଧାନସଭା ଆରମ୍ଭ ହୋଇଥିଲେ ମଧ୍ୟ ବିଧାୟକ, ମନ୍ତ୍ରୀ ଓ ଉପବାଚସ୍ପତି କରୋନା ସଂକ୍ରମିତ ହୋଇଥିବା ଜଣାଇଛନ୍ତି ।

  • Tags:

Subscribe

National International State Sports Entertainment