ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଇରାନ ସହିତ ଜାରିଥିବା ଯୁଦ୍ଧ ଏବଂ ଅପରେସନ ଏପିକ୍ ଫ୍ୟୁରି ଉପରେ ହ୍ୱାଇଟ୍ ହାଉସର ଓଭାଲ୍ ଅଫିସରୁ ଦେଶକୁ ସମ୍ବୋଧିତ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇରାନର ଅଧିକାଂଶ ନେତାଙ୍କୁ ହତ୍ୟା କରାଯାଇଛି, ଯାହା ଅପରେସନ ଏପିକ୍ ଫ୍ୟୁରି ପାଇଁ ଏକ ବଡ଼ ସଫଳତା। ଯଦି ଇରାନ ହାର ମାନିବ ନାହିଁ, ତେବେ ଆମେ ଆମର ଆକ୍ରମଣ ଜାରି ରଖିବୁ।
Read More >