ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୧,୮୨୪ ଟି କରୋନା ନମୂନା ପରୀକ୍ଷଣ
Khabar Odisha:Odisha-conducts-51824-COVID19-tests-in-the-last-24-hours
ଭୁବନେଶ୍ୱର, ସେପ୍ଟେମ୍ବର ୧୭ (ଖବର ଓଡ଼ିଶା):

ରାଜ୍ୟରେ ଆଜି ଗୋଟିଏ ଦିନରେ ୫୧ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୫୧,୮୨୪ କରୋନା ନମୁନା ପରୀକ୍ଷା ହୋଇଛି।

ଏଥିମଧ୍ୟରୁ ୪୨,୩୬୬ ଜଣଙ୍କର ଆଣ୍ଟିଜେନ, ୯୩୫୨ ଟି ଆରଟିପିସିଆର୍ ଓ ୧୦୬ ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି ବୋଲି ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment