ଦେଶର ଅନେକ ରାଜ୍ୟ ବନ୍ୟା ଏବଂ ଭୂସ୍ଖଳନରେ ଜର୍ଜରିତ ହୋଇଛନ୍ତି। ପ୍ରବଳ ବର୍ଷା ଓଡ଼ିଶା, ଆସାମ, କେରଳ, ଛତିଶଗଡ଼ ଏବଂ ଗୁଜରାଟରେ ଜୀବନଯାତ୍ରାକୁ ଗୁରୁତର ଭାବରେ ବିପର୍ଯ୍ୟସ୍ତ କରିଦେଇଛି ଏବଂ ଅନେକ ଲୋକଙ୍କ ଜୀବନ ନେଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ସମ୍ପତ୍ତିର କ୍ଷତି ଯଥେଷ୍ଟ ହୋଇଛି ଏବଂ ଲକ୍ଷ ଲକ୍ଷ ଏକର ଫସଲ ବୁଡ଼ି ଯାଇଛି। ଜଳବନ୍ଦୀ ଲକ୍ଷ ଲକ୍ଷ ଲୋକଙ୍କୁ ବାସହୀନ କରିଦେଇଛି।
Read More >