ଉତ୍ତର ଭାରତର ସମତଳ ଅଞ୍ଚଳରେ ପାଗ ପୁଣି ଥରେ ଲୋକଙ୍କୁ ଡାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଘନ କୁହୁଡ଼ି ଦିଲ୍ଲୀ-ଏନସିଆର, ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ଭଳି ରାଜ୍ୟଗୁଡ଼ିକୁ ଘେରି ରହିଛି। ସକାଳେ ଦୃଶ୍ୟମାନତା ଯଥେଷ୍ଟ ହ୍ରାସ ପାଇଛି, ଯାହା ସଡ଼କ, ରେଳ ଏବଂ ବିମାନ ଚଳାଚଳକୁ ପ୍ରଭାବିତ କରୁଛି।
Read More >