‘ରଥଯାତ୍ରା’ର ଅନ୍ୟ ପ୍ରମୁଖ ଆକର୍ଷଣ ମହାପ୍ରଭୁଙ୍କର ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଯାଇଛି। ପ୍ରଥମେ ଚକ୍ରରାଜ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ହୋଇଛି। ଘଣ୍ଟ, ଘଣ୍ଟା, କାହାଳୀ ଓ ହରିବୋଲ ଧ୍ୱନି ମଧ୍ୟରେ ଶ୍ରୀମନ୍ଦିର ପରିସର ଏବଂ ସିଂହଦ୍ବାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ସେବାୟତମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ସୁଦର୍ଶନଙ୍କୁ ରଥକୁ ପହଣ୍ଡି କରାଉଛନ୍ତି।
Read More >