ଶେଷ ହେଲା ରିମାଣ୍ଡ ,କୋର୍ଟରେ ହାଜର ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର ଭୁବନେଶ୍ବର, ଅଗଷ୍ଟ 10(ଖବର ଓଡ଼ିଶା): Share story: ଶେଷ ହେଲା ରିମାଣ୍ଡ ,କୋର୍ଟରେ ହାଜର ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର । ପାରାଦ୍ବୀପ ପୋର୍ଟ କନଭେୟର ବେଲ୍ଟ ମରାମତି ନାଁରେ ୨୫ ଲକ୍ଷ ଲାଞ୍ଚ ଘଟଣାରେ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କ ଆଜି ରିମାଣ୍ଡ ଶେଷ ହୋଇଛି । ରିମାଣ୍ଡ ଶେଷ ହେବା ପରେ କୋର୍ଟରେ ହାଜର କରିଛି ସିବିଆଇ । ହାଜର ପରେ ଅଭିଯୁକ୍ତଙ୍କ ଜାମିନ ଉପରେ ଶୁଣାଣି ହେବ ବୋଲି ଜଣାପଡିଛି । ସୁଚନା ଅନୁସାରେ ପାରାଦ୍ବୀପ ପୋର୍ଟ କନଭେୟର ବେଲ୍ଟ ମରାମତି ଘଟଣାରେ ସିବିଆଇ ୬ ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଭୁବନେଶ୍ବର ଆଣିଥିଲା । ଖବର ଓଡ଼ିଶା, Reporter, 10/08/2022