ଦୀର୍ଘ ସମୟ ଧରି ଥିବା କେନ୍ଦ୍ରୀୟ ସୂଚନା କମିଶନ ଏବଂ ସୂଚନା କମିଶନରଙ୍କ ଖାଲି ପଦବୀ ପୂରଣ ପାଇଁ ପ୍ରକ୍ରିୟା ଗତିଶୀଳ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ବୈଠକ ହୋଇସାରିଛି। ସୂତ୍ର ଅନୁଯାୟୀ, ପୂର୍ବତନ ଆଇନ ଏବଂ ନ୍ୟାୟ ସଚିବ ରାଜ କୁମାର ଗୋଏଲଙ୍କୁ ମୁଖ୍ୟ ସୂଚନା କମିଶନର (ସିଆଇସି) ଭାବରେ ମନୋନୀତ କରାଯାଇଛି।
Read More >