ପ୍ରଥମେ ଚନ୍ଦ୍ରରେ ଅବତରଣ ପାଇଁ ଯୋଜନା ସଫଳ ହେବା ପରେ ବର୍ତ୍ତମାନ ଚନ୍ଦ୍ରରେ ପରମାଣୁ ରିଆକ୍ଟର ନିର୍ମାଣ ପାଇଁ ଯୋଜନା କରାଯାଉଛି । ଯାହା ଚନ୍ଦ୍ର ଉପରେ ଅଧିକ ଗବେଷଣା କରିବା ପାଇଁ ମଧ୍ୟ ସହାୟକ ହେବ । ଚନ୍ଦ୍ରରେ ପାଦ ଥାପିବା ପାଇଁ ବହୁ ସମୟ ଲାଗିଥିଲେ ମଧ୍ୟ ତାହା ଆଜି ପୁରୁଣା ହୋଇଗଲାଣି । କିନ୍ତୁ ଚନ୍ଦ୍ରରେ ପରମାଣୁ ରିଆକ୍ଟର ନିର୍ମାଣ କରିବା ମୁଖ୍ୟତଃ ଦେଶମାନଙ୍କର କ୍ଷମତା ଉପରେ ନିର୍ଭର କରିଥାଏ ।
Read More >