:ଅଦରକାରୀ ରଦି କାଗଜରୁ ପ୍ରସ୍ତୁତ ହେଉଛି ବିଭିନ୍ନ ରଙ୍ଗ ବେରଙ୍ଗର ମୁଖା। ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାରେ କାଗଜ ମୁଖାର ରହିଛି ସ୍ୱତନ୍ତ୍ର ପରିଚୟ। କିନ୍ତୁ ଏହି କଳା ଏଵେ ହଜିଯିବାକୁ ବସିଲାଣି। ଏହି କାଗଜ ମୁଖା ଲୋକ କଳାର ବାର୍ତ୍ତା ବହନ କରୁଥିବା ବେଳେ ଆଗାମୀ ପିଢ଼ି ଏହି କଳାକୁ ସେହିଭଳି ଭାବେ ଆପଣଉ ନଥିବା ଦେଖିବାକୁ ମିଳୁଛ। ବିଶେଷକରି କାଗଜ ମୁଖାକୁ ପୂର୍ବରୁ ବିଭିନ୍ନ ରାମଲୀଳା, କୃଷ୍ଣ ଲୀଳା ଭଳି ଲୋକକଳା ମାନଙ୍କରେ କଳାକାର ମାନେ ପରିଧାନ କରି ନୃତ୍ୟ ପରିବେଷଣ କରିଥାନ୍ତି
Read More >