ଆସନ୍ତୁ ଜାଣିବା ବିବିଧ ଗୋଲାପ ଫୁଲର ପ୍ରତୀକ ସମ୍ପର୍କରେ khabar odisha Share story: ଭୁବନେଶ୍ୱର : ପ୍ରକୃତି ର ଅନନ୍ୟ ସୃଷ୍ଟି ମଧ୍ୟରେ ପୁଷ୍ପ। ଏକ ଅନନ୍ତ ଉପହାର. ଫୁଲ କାହାକୁ ଅବା ନ ପସନ୍ଦ । ପରିବେଶ କୁ ସୁନ୍ଦର କରିବାରେ ଫୁଲର ଭୂମିକା ଅନନ୍ୟ। ଫୁଲ ମଧ୍ୟରେ ଗୋଲାପ ସାର। ଗୋଲାପ ତାର ଭିନ୍ନ ଭିନ୍ନ ରଙ୍ଗ ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବାହାଘର , ଜନ୍ମଦିନ କିମ୍ବା କୌଣସି ବି କାର୍ଯ୍ୟକ୍ରମ ହେଉ ସବୁଠି ଗୋଲାପ ସମ୍ଭାର ଦେଖିବାକୁ ମିଳିଥାଏ। ତେବେ ଗୋଲାପର ଭିନ୍ନ ଭିନ୍ନ ରଙ୍ଗ ତାର ବିବିଧ ପ୍ରତୀକ କୁ ସୂଚାଇଥାଏ । ଆସନ୍ତୁ ଜାଣିବା ଗୋଲାପର କେଉଁ ରଙ୍ଗ କାହାର ପ୍ରତୀକ ଅଟେ । ନାଲି ଗୋଲାପ - ନାଲି ଗୋଲାପ ଦେଖିବାକୁ ଅତି ସୁନ୍ଦର ହୋଇଥିବା ବେଳେ, ନାଲି ରଙ୍ଗ ଏହାର ସୌଦାର୍ଯ କୁ ଆହୁରି ସୁନ୍ଦର କରିଥାଏ । ତେବେ ନାଲି ଗୋଲାପ ପ୍ରେମ ଏବଂ ଭଲ ପାଇବାର ପ୍ରତୀକ ହୋଇଥାଏ। ପ୍ରେମିଯୁଗଳଙ୍କର ଏହି ଫୁଲ ପ୍ରଥମ ପସନ୍ଦ ଅଟେ । କମଳା ଗୋଲାପ - କମଳା ଗୋଲାପ ଦେଖିବାକୁ ସୁନ୍ଦର ଏବଂ ଆକର୍ଷଣୀୟ ଅଟେ।ତେବେ କାହାକୁ ଆପଣ ଧନ୍ୟବାଦ ବା ତାର ଉଜ୍ୱଳ ଭବିଷ୍ୟତ କାମନା କରୁଥିଲେ ଏହି ଗୋଲାପ କୁ ଦେଇ ଆପଣ ଧନ୍ୟବାଦ କହିପାରିବେ। ହଳଦିଆ ଗୋଲାପ - ହଳଦିଆ ରଙ୍ଗ ଶୁଭ ର ପ୍ରତୀକ ଅଟେ ଏବଂ ଏହି ହଳଦିଆ ରଙ୍ଗର ଗୋଲାପ ଚକ୍ଷୁକୁ ଶାନ୍ତି ପ୍ରଦାନ କରିଥାଏ । ହଳଦିଆ ଗୋଲାପ ବନ୍ଧୁତା ଏବଂ ଆନନ୍ଦ ର ପ୍ରତୀକ ଅଟେ । ଏହି ଫୁଲକୁ ସେହ୍ନ ଏବଂ ସ୍ମରଣ ର ସଂକେତ ଭାବରେ ବ୍ୟବହାର କରାଯାଏ । ଧଳା ଗୋଲାପ -ଏହି ଗୋଲାପ ଶୁଦ୍ଧତା ନିର୍ଦୋଷତା ଅନୁଗ୍ରହ ଏବଂ ନମ୍ରତା ର ପ୍ରତୀକ ଅଟେ। ନିଜର ବନ୍ଧୁଙ୍କୁ ଏହି ଫୁଲ ଦେଇ ସମ୍ପର୍କ ରେ ମଧୁରତା ଆପଣ ଆଣିପାରିବେ। ଗୋଲାପୀ ଗୋଲାପ - ଗୋଲାପୀ ଗୋଲାପ ପରିଶୋଧନ ଶୋଭା କିମ୍ବା ନାରୀତ୍ୱ ପ୍ରତି ପ୍ରଶଂସା କରିବାକୁ ବ୍ୟବହାର କରାଯାଏ। ଏହି ରଙ୍ଗ ର ଗୋଲାପ କୁ ପ୍ରଶଂସା ଆନଦ କିମ୍ବା ଭଦ୍ରତାର ଭାବନା ପରିପ୍ରକାଶ କରିବା ପାଇଁ ବ୍ୟବହୃତ କରାଯାଏ । ଲାଭେଣ୍ଡେର ଗୋଲାପ - ଏହି ଗୋଲାପ ବିଛେଦ ତଥା ଏକତରଫା ପ୍ରେମର ପ୍ରତୀକ ଅଟେ ।ଏହି ଫୁଲକୌଣସି ସମ୍ପର୍କ ରେ ଆପଣ ରହିବାକୁ ଚାହୁଁନଥିଲେ ଏହି ଫୁଲ ଦେଇ ଆପଣ ନିଜ ମନର କଥାକୁ ବ୍ୟକ୍ତ କରିପାରିବେ । ଖବର ଓଡ଼ିଶା, Reporter, 10-10-2024 7:48AM ରାତି ପାହିଲେ ଧରା ପୃଷ୍ଠକୁ ଆଗମନ କରିବେ ପ୍ରଭୁ ଗଜାନନ; ଗଣପତି ସ୍ଥାପନ କରିବାର ଏଇ ୩୬ ମିନିଟ୍ ରହିଛି ଅତ୍ୟେନ୍ତ ଶୁଭ ସମୟ Subhashree Sukla | 26-08-2025 6:45PM ganesh-chaturthi-2025-puja-and-staphana-shubh-muhurat-ganesh-staphana-ke-liye-shubh-samay Read More > ପୋଷ୍ଟ ଅଫିସ୍ ବମ୍ପର ଯୋଜନା: ଆପଣ ମାତ୍ର ୧୦୦୦ ଟଙ୍କାରେ ନିବେଶ କରି ହୋଇପାରିବେ ଲକ୍ଷପତି; ଜାଣନ୍ତୁ କିପରି ପାଇବେ ଲାଭ Subhashree Sukla | 25-08-2025 7:57PM post-office-td-superhit-scheme-deposit-one-lakh-and-get-rs-123508-with-zero-risk Read More > ଅଯଥାରେ ଭାବି ଭାବି ଦୈନିକ ୩ ଘଣ୍ଟା ହେଉଛି ବର୍ବାଦ; ଅଧ୍ୟୟନରୁ ବଡ଼ ଖୁଲାସା, ଅତ୍ୟଧିକ ଚିନ୍ତାରେ ସବୁଠୁ ଆଗରେ ଭାରତୀୟ Subhashree Sukla | 04-08-2025 6:54PM indians-are-overthinking-for-three-hours-or-more-daily-say-report Read More > ଶେଷ ଦରମାର ଫଟୋ ଶେୟାର କଲେ ସୁବତ୍ର ବାଗ୍ଚୀ; କୋଟି କୋଟି ଟଙ୍କା ଦାନ କରିବା ପରେ କାହିଁକି କହିଲେ, ‘ଏହି ଚେକ୍ ମୋ ପାଇଁ ଅମୂଲ୍ୟ’ Subhashree Sukla | 08-07-2025 6:08PM mindtree-co-founder-subroto-bagchi-has-donated-hundreds-of-crores-but-a-re-1-sbi-cheque-is-his-biggest-wealth-of-life Read More > ଛତିଶଗଡ଼ର ୨ ଭାଇଙ୍କ ସାଇକେଲ ଯାତ୍ରାକୁ ନେଇ ଚର୍ଚ୍ଚା; ୯ ମାସରେ ୧୨ ଜ୍ୟୋତିର୍ଲିଙ୍ଗ ଓ ୪ ଧାମ ଦର୍ଶନ କରି ସୃଷ୍ଟି କଲେ ଉଦାହରଣ Subhashree Sukla | 01-07-2025 1:06PM two-brothers-traveled-to-12-jyotirlingas-and-four-dhams-by-bicycle Read More > ଏବେ WhatsAppରେ ଆସିବ Ads; ଦେବାକୁ ପଡ଼ିବ ଟଙ୍କା, ନଜର ପକାନ୍ତୁ କଣ ରହିଛି ନୂଆ ଫିଚର Subhashree Sukla | 17-06-2025 2:43PM whatsapp-to-show-ads-in-updates-tab-launches-advertising-and-paid-subscription-features Read More > ଆଜି ହେଉଛି ଅନ୍ତର୍ଜାତୀୟ ଚା’ ଦିବସ’; ଚଳିତ ବର୍ଷର ଥିମ୍ ରହିଛି ‘ଟି ଫର୍ ବେଟର୍ ଲାଇଫ୍’ ଜାଣନ୍ତୁ ଚା’ ଦିବସର କଣ ରହିଛି ବିଶେଷତ୍ୱ Subhashree Sukla | 21-05-2025 3:55PM Read More > ସାଙ୍ଗରେ କୁନି ଝିଅକୁ ଧରି ଫୁଡ ଡେଲିଭରି କରୁଛନ୍ତି ଏଜେଣ୍ଟ; ପୂରା କାହାଣୀ ଜାଣିଲେ ହେବ ଭାବବିହ୍ୱଳ Subhashree Sukla | 13-05-2025 7:12PM Read More > ଜାତିସଂଘ ବିକାଶ କାର୍ଯ୍ୟକ୍ରମ ରିପୋର୍ଟ; ୨୦୨୪ରେ ମାନବ ବିକାଶ ପ୍ରଗତି ୩୫ ବର୍ଷର ସର୍ବନିମ୍ନ ସ୍ତରକୁ ପାଇଲା ହ୍ରାସ Subhashree Sukla | 06-05-2025 7:04PM Read More > ୨୦୨୮ ସୁଦ୍ଧା ଜର୍ମାନୀକୁ ପଛରେ ପକାଇବ ଭାରତ; ପାଲଟିବ ତୃତୀୟ ବୃହତ୍ତମ ଅର୍ଥନୀତି Subhashree Sukla | 06-05-2025 1:43PM Read More > ଅତି ସହଜରେ ପାନ୍ କାର୍ଡ ଜରିଆରେ ମିଳିପାରିବ ୫ଲକ୍ଷ ଟଙ୍କାର ଋଣ; ୯୦ ପ୍ରତିଶତ ଲୋକଙ୍କୁ ଏହା ନଥିବ ଜଣା.. Subhashree Sukla | 06-05-2025 12:51PM Read More > ଜାଣିଛନ୍ତି କି କେବେ ଆରମ୍ଭ ହୋଇଥିଲା ଭାରତୀୟ ରେଳ ସେବା? ଜାଣନ୍ତୁ ପ୍ରଥମ ରେଳ ଚଳାଚଳର ରୋଚକ କାହାଣୀ Subhashree Sukla | 16-04-2025 2:26PM ୧୮୫୩ ମସିହା ଏପ୍ରିଲ ୧୬ ତାରିଖରେ ଭାରତରେ ଗଡିଥିଲା ପ୍ରଥମ ଟ୍ରେନ । ଛତ୍ରପତି ଶିବାଜୀ ଟର୍ମିନାଲରୁ ଠାଣେ ପର୍ଯ୍ୟନ୍ତ ୩୫ କିଲୋମିଟରର ଯାତ୍ରା କରିଥିଲା ଏହି ଗାଡି । Read More > Tweets by Khabar Odisha Recent ଆଉ କିଛି ଘଣ୍ଟାରେ ଲାଗୁ ହେବ ଟ୍ରମ୍ପ ଟାରିଫ, ଭାରତର ୪୮ ବିଲିୟନ ଡଲାର ରପ୍ତାନୀ ଉପରେ ପଡିବ ପ୍ରଭାବ ସରକାରଙ୍କ ଉପରେ ତ ଦୂରର କଥା, ସଂଘ କାହାରି ଉପରେ ଚାପ ପକାଏ ନାହିଁ: ମୋହନ ଭାଗବତ ଟ୍ରମ୍ପଙ୍କ ଟାରିଫକୁ ନେଇ ହଙ୍ଗାମା, ତଥାପି ଭାରତର ତେଜସକୁ ଇଞ୍ଜନ ଦେବ ଆମେରିକା ଏସଆଇଟି ତଦନ୍ତରେ ସହଯୋଗ କରିବ ବନ୍ତାରା, ସୁପ୍ରିମକୋର୍ଟଙ୍କ ଆଦେଶ ପରେ ବୟାନ ଜାରି ଭିଡିଓ ସାଧାରଣ ଗୃହିଣୀରୁ ପାଲଟିଛନ୍ତି ସଫଳ ଉଦ୍ୟୋଗୀ |