ବିବାହ ବନ୍ଧନରେ ବାନ୍ଧି ହେଲେ ସିଙ୍ଗର ଅର୍ମାନ ମଲ୍ଲିକ Khabar Odisha 02/01/2025 Share story: ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଲୋକପ୍ରିୟ ସିଙ୍ଗର ଅର୍ମାନ ମଲ୍ଲିକ । ଗର୍ଲଫ୍ରେଣ୍ଡ ଆସନା ଶର୍ଫଙ୍କ ହାତ ଧରିଲେ ଅର୍ମାନ୍ । ଦୀର୍ଘ ଦିନ ହେବ ଅର୍ମାନ ଓ ଆସନା ପରସ୍ପରକୁ ଡେଟ କରୁଥିଲେ । ଏବେ ଦୁହେଁ ବିବାହ କରି ସାତଜନ୍ମର ସାଥୀ ପାଲଟିଛନ୍ତି । ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇ ସିକ୍ରେଟ ମ୍ୟାରେଜ କରିଛନ୍ତି ବିଗ୍ ଟାଉନ ଏହି ଯୋଡି । ଇନଷ୍ଟ୍ରାରେ ଉଭୟେ ବାହାଘରର ଫଟୋ ଶେୟାର କରିଛନ୍ତି । ତେବେ ଉଭୟେ ଗତବର୍ଷ ନିଜ ରିଲସେନସିପକୁ ଲୋକଲୋଚନାକୁ ଆଣିବା ସହ ରିଙ୍ଗ ସେରିମନି କରିଥିଲେ । ଏବେ ବର୍ଷ ଆରମ୍ଭରୁ ବିବାହ କରି ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେଇଛନ୍ତି । View this post on Instagram A post shared by ARMAAN MALIK (@armaanmalik) Subhashree Sukla, , 02-01-2025 4:30PM ଯଲିଉଡ୍ର ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନ ରଞ୍ଜନ ସାହୁଙ୍କ ପରଲୋକ Bhakta Samantaray | 07-01-2026 1:24AM ଭୁବନ: ସୋମବାର ଯଲିଉଡ୍ର ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନ ରଞ୍ଜନ ସାହୁଙ୍କ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ଭୁବନ ମେଡିକାଲରେ ଦେହାନ୍ତ ହୋଇଛି। ସେ ଜ Read More > ଦୀପିକା ପାଦୁକୋନ୍ ତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ଉପହାର ଦେଲେ Sangeeta Priyadarshini Sahoo | 05-01-2026 12:58PM ଦୀପିକା ପାଦୁକୋଣ ଆଜି ତାଙ୍କର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତ୍ରୀ ଏବଂ ପ୍ରଯୋଜିକା ଦୀପିକା ମାନସିକ ସ୍ୱାସ୍ଥ୍ୟ ସଚେତନତା ପାଇଁ କାମ କରୁଛନ୍ତି। ତାଙ୍କ ଜନ୍ମଦିନରେ Read More > ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ "ଧୁରନ୍ଧର" ରଚିଲା ଇତିହାସ; ବକ୍ସ ଅଫିସରେ ରାଜ୍ ପରେ ନୂଆ ରେକର୍ଡ, ଏଠାରେ ହେଲା ଟିକସ ଛାଡ଼ ଘୋଷଣା Subhashree Sukla | 02-01-2026 7:23PM dhurandhar-becomes-tax-free-in-ladakh-ranveer-singh-movie-rules-on-box-office Read More > ଧୁରନ୍ଧର'କୁ ଭୟ କରୁଛନ୍ତି ଅକ୍ଷୟ କୁମାର!: ଏହି ଚଳଚ୍ଚିତ୍ର ତାରିଖକୁ ଘୁଞ୍ଚାଇ ଦେଲେ Sangeeta Priyadarshini Sahoo | 31-12-2025 5:14PM ୨୦୨୫ ବର୍ଷ ଅକ୍ଷୟ କୁମାରଙ୍କ ପାଇଁ ଏକ ମିଶ୍ରିତ ବର୍ଷ ହୋଇଛି। ଚାରୋଟି ଫିଲ୍ମ ରିଲିଜ୍ ହୋଇଥିଲା, ଯାହା ମଧ୍ୟରୁ ଗୋଟିଏ ବି ବକ୍ସ ଅଫିସରେ ଭଲ ପଦର୍ଶନ ହୋଇନଥିଲା Read More > 'ଦି ବ୍ୟାଡ୍ସ ଅଫ୍ ବଲିଉଡ୍' ଠାରୁ 'ପଞ୍ଚାୟତ ୪' ପର୍ଯ୍ୟନ୍ତ: ଏହି ସିରିଜ୍ ଗୁଡିକ ଚଳିତ ବର୍ଷ ହଇଚଇ ସୃଷ୍ଟି କରିଛି Sangeeta Priyadarshini Sahoo | 30-12-2025 11:36AM ୨୦୨୫ ବର୍ଷ ଭାରତୀୟ OTT ପ୍ଲାଟଫର୍ମ ପାଇଁ ଏକ ମହୋତ୍ସବଠାରୁ କମ୍ ନଥିଲା। ଏହି ବର୍ଷ ଦର୍ଶକମାନେ ଅପରାଧ, ରାଜନୀତି, ପାରିବାରିକ, କମେଡି ଭଳି କାହାଣୀର ଖୁବ୍ ମଜା ଉଠାଇଥିଲେ Read More > ଫେବୃୟାରୀରେ ବିବାହ କରିବେ ରଶ୍ମିକା ଏବଂ ବିଜୟ Swagatika Sahoo | 30-12-2025 11:06AM ନୂଆଦିଲ୍ଲୀ: ସାଉଥ ସିନେମାର ଦୁଇ ଚର୍ଚ୍ଚିତ ଯୋଡ଼ି ରଶ୍ମିକା ମାନ୍ଧାନା ଏବଂ ବିଜୟ ଦେବେରକୋଣ୍ଡା ଖୁବ ଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି । ଗୋପନୀୟ ନିର୍ବନ୍ଧ କରିବା ପରେ ଦୁଇ ଜଣଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି । Read More > ଧୂରନ୍ଧରର ଗୋଟିଏ ଡାଇଲଗକୁ ନେଇ ବିବାଦ, ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଲା ମାମଲା Bhakta Samantaray | 24-12-2025 2:07PM ନୂଆଦିଲ୍ଲୀ: ବକ୍ସ ଅଫିସରେ ଧମାଲ ମଚାଇ ଚାଲିଛି ବଲିଉଡ ଫିଲ୍ମ ଧୂରନ୍ଧର । ଏହାକୁ ନେଇ ଏବେ ନୂଆ ବିବାଦ ଦେଖା ଦେଇଛି । ବଲୋଚ ସଂପ୍ରଦାୟର Read More > ଯୁବରାଜ ସିଂହ, ରବିନ୍ ଉଥପ୍ପା, ଉର୍ବଶୀ ଓ ସୋନୁ ସୁଦଙ୍କ ବିରୋଧରେ EDର ବଡ଼ କାର୍ଯ୍ୟାନୁଷ୍ଠାନ, କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ Subhashree Sukla | 19-12-2025 7:28PM ed-attaches-assets-of-yuvraj-singh-sonu-sood-others-in-illegal-betting-app-case Read More > ମା' ହେଲେ କମେଡି କୁଇନ ଭାରତୀ ସିଂ; ଦ୍ୱିତୀୟ ଥର ପାଇଁ ପୁତ୍ର ସନ୍ତାନକୁ ଦେଲେ ଜନ୍ମ Subhashree Sukla | 19-12-2025 3:07PM bharti-singh-and-haarsh-limbachiyaa-are-blessed-with-a-baby-boy-golla-takes-on-the-role-of-big-brother Read More > ଓଡ଼ିଶାର ସୁନାମଧନ୍ୟ ପ୍ରଯୋଜକ ରବିନ୍ଦ୍ର ମୋହନ ସାହୁଙ୍କ ପରଲୋକ Swagatika Sahoo | 17-12-2025 4:58PM କେନ୍ଦ୍ରାପଡ଼ା: ଓଡ଼ିଆ ଚଳଚ୍ଚିତ୍ର ଜଗତର ପରିଚିତ ଚଳଚ୍ଚିତ୍ର ପ୍ରଯୋଜକ, ବିଶିଷ୍ଟ ବ୍ୟବସାୟ ଓ ସମାଜସେବୀ ରବୀନ୍ଦ୍ର ମୋହନ ସାହୁ (୮୨)ଙ୍କ ପରଲୋକ ହୋଇଛି । Read More > ବର୍ଡର୍-୨ ଟିଜର୍ ରିଲିଜ୍, ସନିଙ୍କ ଦମଦାର୍ ଡାଇଲଗ୍ ପୁରୁଣା ସ୍ମୃତିକୁ କଲା ତାଜା Swagatika Sahoo | 16-12-2025 5:24PM ମୁମ୍ବାଇ: ଆସନ୍ତା ସାଧାରଣତନ୍ତ୍ର ଦିବସ ପୂର୍ବରୁ ମୁକ୍ତିଲାଭ କରିବାକୁ ଯାଉଛି ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ୧୯୭୧ର ଯୁଦ୍ଧ କାହାଣୀକୁ ନେଇ ନିର୍ମିତ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ବର୍ଡର୍-୨’ । ଏହା ପୂର୍ବରୁ ମଙ୍ଗଳବାର ତାର ଟିଜର୍ ରିଲିଜ୍ ହୋଇଯାଇଛି । Read More > 'ଧୁରନ୍ଧର' ବକ୍ସ ଅଫିସ୍ କଲେକ୍ସନ: ୫୫୦ କୋଟି ଟପିଲା 'ଧୁରନ୍ଧର' Sangeeta Priyadarshini Sahoo | 16-12-2025 1:23PM ବକ୍ସ ଅଫିସରେ ଧମାଲ କରୁଛି ‘ଧୁରନ୍ଧର’। ଦ୍ୱିତୀୟ ରବିବାର ପ୍ରାୟ ୬୦ କୋଟି ଟଙ୍କା ସଂଗ୍ରହ କରି ବକ୍ସ ଅଫିସକୁ ଦୋହଲାଇ ଦେଇଛି ଏହି ଫିଲ୍ମ। ୧୦ ଦିନ ମଧ୍ୟରେ Read More > Tweets by Khabar Odisha Recent ପ୍ରେମ ପାଇଁ ଗୁଳିକାଣ୍ଡ ଘଟଣା: ଅଭିଯୁକ୍ତ ପ୍ରେମିକ ଗିରଫ ଝାଡ଼ଖଣ୍ଡରେ ହାତୀ ଆତଙ୍କ: ଗୋଟିଏ ରାତିରେ ୭ ଜଣଙ୍କ ମୃତ୍ୟୁ; ସପ୍ତାହରେ ୧୭ ଜଣ ଉଦ୍ଧବ ଠାକରେଙ୍କ ସହ ମେଣ୍ଟ ପରେ ରାଜ ଠାକରେଙ୍କୁ ବଡ଼ ଝଟକା! ଶହଶହ କର୍ମୀ ସିନ୍ଦେ ଗୋଷ୍ଠୀରେ ସାମିଲ ବ୍ୟାଘ୍ର ସଂରକ୍ଷଣରେ ମାଛ ଧରିବା ସମୟରେ ଗ୍ରାମବାସୀଙ୍କୁ ଶିକାର ବାଘ, ଗାଁରେ ଉତ୍ତେଜନା ଭିଡିଓ Raja Bhai's Dahi Gupchup Secret Goes Viral On Social Media | Khabar Odisha