କଟକ ଏସସିବିରୁ ଚୋରି ହେଲା ନବଜାତ ଶିଶୁ, ଏସିସିବି ମେଡିକାଲରୁ କେହି ଚୋରି କରିନେଇଥିବା ଅଭିଯୋଗ କଟକ, ସେପ୍ଟେମ୍ବର ୨୬(ଖବର ଓଡିଶା): Share story: କଟକ ଏସସିବିରୁ ନବଜାତ ଶିଶୁ ଚୋରି ଅଭିଯୋଗ। କଟକ ଏସସିବିରୁ ନବଜାତ ଶିଶୁ ଚୋରି ହୋଇଛି। ଗୋଟିଏ ନବଜାତ ଶିଶୁକୁ ଏସିସିବି ମେଡିକାଲରୁ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଛି । ତେବେ ସ୍ତ୍ରୀ ଓ ପ୍ରସୂତୀ ବିଭାଗରୁ ନବଜାତକକୁ ନେଇ ନେଇଯାଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଶିଶୁର ବାପା ଏସସିବି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଶିଶୁକୁ କିଏ ଓ କାହିଁକି ନେଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଖବର ଓଡ଼ିଶା, Reporter, 26/09/2022