କଟକ ଏସସିବିରୁ ଚୋରି ହେଲା ନବଜାତ ଶିଶୁ, ଏସିସିବି ମେଡିକାଲରୁ କେହି ଚୋରି କରିନେଇଥିବା ଅଭିଯୋଗ
Khabar Odisha:Newborn-baby-stolen-from-Cuttack-SCB
କଟକ, ସେପ୍ଟେମ୍ବର ୨୬(ଖବର ଓଡିଶା):

କଟକ ଏସସିବିରୁ ନବଜାତ ଶିଶୁ ଚୋରି ଅଭିଯୋଗ। କଟକ ଏସସିବିରୁ ନବଜାତ ଶିଶୁ ଚୋରି ହୋଇଛି। ଗୋଟିଏ ନବଜାତ ଶିଶୁକୁ ଏସିସିବି ମେଡିକାଲରୁ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଛି । 

ତେବେ ସ୍ତ୍ରୀ ଓ ପ୍ରସୂତୀ ବିଭାଗରୁ ନବଜାତକକୁ ନେଇ ନେଇଯାଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଶିଶୁର ବାପା ଏସସିବି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଶିଶୁକୁ କିଏ ଓ କାହିଁକି ନେଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

  • Tags:

Subscribe

National International State Sports Entertainment