Home >
ଟେଣ୍ଡର ଫିକ୍ସିଂ ମାମଲାରେ ପୂର୍ବ ବିଧାୟକ ରମେଶ ଜେନା ନିର୍ଦ୍ଦୋଶରେ ଖଲାସ
Khabar Odisha:MLA-Ramesh-Jena-get-out-of-jail
ଗଂଜାମ,ମେ ୧୫(ଖବର ଓଡ଼ିଶା): ଟେଣ୍ଡର ଫିକ୍ସିଂ ମାମଲାରେ ରମେଶ ଜେନା ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ।  ତାଙ୍କୁ ଆସିକାର ଜେଏମଏଫସି କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି।
 
ସୂଚନାନୁସାରେ ରମେଶ ଜେନା ସାନଖେମୁଣ୍ଡିର ପୂର୍ବତନ ବିଧାୟକ ଭାବେ କାର୍ଯ୍ୟ ତୁଲାଇଥିଲେ। ତେବେ ଆବଶ୍ୟକୀୟ ପ୍ରମାଣ ଅଭାବରୁ ରମେଶଙ୍କୁ ନିର୍ଦ୍ଦୋଶରେ ଖଲାସ କରାଯାଇଛି। ଟେଣ୍ଡର ଫିକ୍ସିଂ ମାମଲାରେ ରମେଶ ଗିରଫ ହୋଇଥିଲେ ।
  • Tags:

Subscribe

National International State Sports Entertainment