ଅମୀର ଖାନ, ଶାହରୁଖ ଖାନ ପରି ବଲିଉଡ ଷ୍ଟାର ମାନେ ଚୁପ କାହିଁକି ?
Khabar Odisha:Amir-khan-shahrukh-khan-Speaks-about-intollerance-but-silence-about-mullah-fatwa

ଗତ ସାତ ଦିନ ମଧ୍ୟରେ ରେ ମୁଲ୍ଲା ମାନେ ଦୁଇ ପ୍ରତିଭାଶାଳୀ  ଝିଅଙ୍କୁ  ଧମକ ଦେବା ସହ ଫତବା ଜାରୀ କରିଛନ୍ତି । ସେମାନେ ସଙ୍ଗୀତକୁ ଇସଲାମରେ ହାରାମ ବୋଲି କହିଛନ୍ତି ।


ଅମୀର ଖାନ, ଶାହରୁଖ ଖାନ ପରି ବଲିଉଡ ଷ୍ଟାର ମାନେ ଏହି  ଅସହିଷ୍ଣୁତା ପ୍ରସଙ୍ଗରେ ମୁଁହ ଖୋଲୁ ନାହାନ୍ତି କାହିଁକି  ?

ଅମୀର ଖାନ, ଶାହରୁଖ ଖାନ ପରି ବଲିଉଡ ଷ୍ଟାର ମାନେ ଚୁପ କାହିଁକି ?

ଗୁରୁପ୍ରସାଦଙ୍କ ଏକ ପୋଷ୍ଟ ଭାଇରାଲ ହୋଇଛି ।  ଏହି ପୋଷ୍ଟରେ ଗୁରୁପ୍ରସାଦ ପ୍ରଶ୍ନ କରିଛନ୍ତି ଯେ ବର୍ଷ ସାରା ମିଥ୍ୟା ଅସହିଷ୍ଣୁତାର ପ୍ରଚାର କରି ଆସୁଥିବା  ଶାହରୁଖ ଓ ଆମିର ଖାନଙ୍କ ଭଳି ବଲିଉଡ ଷ୍ଟାର ମାନେ ଏହି ମାମଲାରେ ନୀରବତା ଅବଲମ୍ବନ କରିବାର କାରଣ କଣ ?

ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ  ହୋଇଛି । ହଜାର ହଜାର ଲୋକ ଏହାକୁ ଶେୟାର କରିଥିବା ବେଳେ ବର୍ତମାନ ସୁଦ୍ଧା ଏହାକୁ ୩ ଶହରୁ ଉର୍ଧ ଲୋକ ଶେୟାର କରି ସାରିଲେଣି ।
  • Tags:

Subscribe

National International State Sports Entertainment