ଭଦ୍ରକ ଦଙ୍ଗା : ବହୁ ପ୍ରଶ୍ନର ଉତର ଲୋଡା
Khabar Odisha:Bhadrak-Riot-Many-Question-To-Be-Answered

ଭଦ୍ରକ ଜିଲ୍ଲାପାଳ ନିଯୁକ୍ତି ୭ ଦିନ ବିଳମ୍ବ ହେଲା କାହିଁକି ?

୧୪୪ ଧାରା ଜାରୀ ହୋଇଥିବାବେଳେ ଜୁଲୁସ ହେଲା କେମିତି ? ଅନୁମତି ଦେଲା କିଏ ? 

ଫେସବୁକରେ ଅଶ୍ଳିଳ ମନ୍ତ୍ୟବ ଦେଇଥିବା ଯୁବକଙ୍କୁ ପ୍ରଥମ ଦିନରୁ କାହିଁକି ଗିରଫ କଲାନି ପୋଲିସ ? କାହା ଚାପରେ ପୋଲିସ ନିରବ ରହିଲା ?
 
ଅଶ୍ଳିଳ ମନ୍ତ୍ୟବରେ ସଂପୃକ୍ତ ଥିବା ଜଣେ ଯୁବକକୁ ୩ ଦିନ ଅଟକ ରଖିଥିବା ସତ୍ୱେ କାହିଁକି ତାକୁ ପୋଲିସ ଗିରଫ କରିନଥିଲା ?
 
ଖାନକା ସରିଫରେ କେଉଁମାନଙ୍କୁ ଭେଟିଥିଲେ ବିଧାୟକ ଆଉ ତାଙ୍କ ପୁତ୍ତ ? ସେଠି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଛଡାଗଲା ନାହିଁ କାହିଁକି ?
 
ଗୁରୁବାର ଦିନ ପୋଲିସ ମୁତୟନରେ ବିଳମ୍ବ ହେଲା କାହିଁକି ?
 
ପ୍ରଶାସନର ଶାନ୍ତି କମିଟି ବୈଠକରେ କାହିଁକି ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ କୁ ଡକାଗଲା ନାହିଁ ?
 
ଦଙ୍ଗା ଆରମ୍ଭ ହୋଇଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ କଣ ପାଇଁ ଦିଲ୍ଲୀ ଗ୍ରସ୍ତକୁ ସ୍ଥଗିତ କଲେ ନାହିଁ ?
  • Tags:

Subscribe

National International State Sports Entertainment