ଅନେକ ସମୟରେ ବନ୍ଧୁତା ବା ସମ୍ପର୍କର ଅନୁରୋଧ ରକ୍ଷା କରି ଆମେ କାହାର ଋଣ ପାଇଁ ଗାରେଣ୍ଟର ସାଜିଥାଉ। କିନ୍ତୁ ଏହା କେବଳ ଏକ ଆନୁଷ୍ଠାନିକତା ନୁହେଁ, ବରଂ ଏକ ବଡ଼ ଆର୍ଥିକ ଦାୟିତ୍ୱ। Read More >
ଅନୁଶାସନ ମନୁଷ୍ୟ ଚରିତ୍ରର ଏକ ଆବଶ୍ୟକୀୟ ଅଙ୍ଗ। ଅନୁଶାସନ ବିନା ମନୁଷ୍ୟ କେବେ ହେଲେ ନିଜର ଲକ୍ଷ୍ୟ ସ୍ଥଳରେ ପହଂଚିପାରିବ ନାହିଁ । କୌଣସି କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ କିଛି ବ୍ୟବସ୍ଥିତ ନିୟମାବଳୀର ନିର୍ଦ୍ଧିଷ୍ଟ ସମୟ ମଧ୍ୟ ରେ ପାଳନ କରିବା ହିଁ ଅନୁଶାସନ ଅଟେ। Read More >
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ, ୩ଟି ପ୍ରସଙ୍ଗରେ କଲେ ଆଲୋଚନା
ନାଗପୁରରେ ଚାଞ୍ଚଲ୍ୟ: RSS ମୁଖ୍ୟାଳୟ ନିକଟରୁ ବିପୁଳ ବିସ୍ଫୋରକ ଜବତ; ଜିଲେଟିନ୍ ଷ୍ଟିକ୍, ଡେଟୋନେଟର ଓ କନେକ୍ଟର ଉଦ୍ଧାର
ଦୁଇ ସାହି ମଧ୍ୟରେ ବିବାଦକୁ ନେଇ ଗାଁରେ ଉତ୍ତେଜନା; ଗୋଷ୍ଠୀ ସଂଘର୍ଷରେ ୨୦ ଆହତ
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି; ୪ ସପ୍ତାହ ପାଇଁ ନ୍ୟୁଜ୍ ଚ୍ୟାନେଲ TRP ବନ୍ଦ, ଯୁଦ୍ଧ ଖବରକୁ ଅତିରଞ୍ଜିତ ନକରିବାକୁ ନିର୍ଦ୍ଦେଶ