ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ଖବର ଓଡିଶା : 13/04/2023: Share story: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି | ଆଜିଠୁ ଏପ୍ରିଲ 20 ଯାଏ ନାମାଙ୍କନ ଦାଖଲ | ଏପ୍ରିଲ 21 ରେ ପ୍ରାର୍ଥୀପତ୍ର ଯାଞ୍ଚ, 24 ତାରିଖ ଯାଏ ପ୍ରତ୍ୟାହାର | ମେ 10 ତାରିଖରେ ହେବ ଉପନିର୍ବାଚନ ପାଇଁ ଭୋଟ , ମେ 13 ରେ ହେବ ଭୋଟ ଗଣତି | ଖବର ଓଡ଼ିଶା, Reporter, 14-04-2023 4:15AM