Home >
ଦିବ୍ୟାଙ୍ଗଙ୍କ ବିମାନରେ ଉଡ଼ିବା ସ୍ଵପ୍ନ ୨୨ରେ ହେବ ପୂରଣ
Khabar Odisha:state-odisha-travell-in-flight-dream-of-physically-handicapped-goinging-to-full-fill
ଭୁବନେଶ୍ଵର, ଜାନୁଆରୀ୧୯(ଖବର ଓଡ଼ିଶା):

ଦିବ୍ୟାଙ୍ଗଙ୍କ ବିମାନରେ ଉଡ଼ିବା ସ୍ଵପ୍ନ ପୂରଣ ହେବ। ଓଡ଼ିଶାର ୪୪  ଜଣ ଦିବ୍ୟାଙ୍ଗ ବିମାନରେ ଉଡ଼ିବାର ମଜା ନେବେ। ଭୁବନେଶ୍ଵରରୁ ଆସନ୍ତା ୨୨ ତାରିଖରେ ଦିବ୍ୟାଙ୍ଗମାନେ ବିମାନରେ ଉଡ଼ିବେ। ଏହି ସୁବିଧା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଉପଲବ୍ଧ କରାଯିବ। ଟ୍ଵିଟ୍ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ  କୃତଜ୍ଞତା ଜଣାଇଛନ୍ତି। ଏୟାର ଇଣ୍ଡିଆ ସିଏମଡି ଓ ଆଲିଆନ୍ସ ଏୟାର  ସିଇଓଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରଶଂସନୀୟ ଉଦ୍ୟମ ପାଇଁ ଓଡ଼ିଶା ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Subscribe

National International State Sports Entertainment