କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ୍ ଆଶିଷ ଠାକରେ Share story: ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଗଲେ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଆଶିଷ ଠାକରେ । ସେ ପାଞ୍ଚ ବର୍ଷ ପାଇଁ ଡେପୁଟେସନରେ ରହିବେ । ୨୦୧୧ ବ୍ୟାଚ୍ ଆଇଏଏସ୍ ଠାକରେ କେନ୍ଦ୍ରରେ ସାମାଜିକ ଭିନ୍ନକ୍ଷମ ସଶକ୍ତୀକରଣ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ । Swagatika Sahoo, Author, 04-06-2025 1:04AM