Home >
ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ପୁଣି ୪ ଦିନ ସିଲ ହେଲା SBI ମେନ୍ ବ୍ରାଚଂ
Khabar Odisha:The-SBI-Main-Branch-was-sealed-for-another-four-days-due-to-a-high-level-of-infection
ଭୁବନେଶ୍ୱର , ଏପ୍ରିଲ ୦୮ (ଖବର ଓଡ଼ିଶା):

ଭୁବନେଶ୍ୱର ୟୁନିଟି ୧ ସ୍ଥିତ SBI ମେନ୍ ବ୍ରାଚଂ ଥିବା ବ୍ୟାଙ୍କ ପୁଣି ୪ ଦିନ ପର୍ଯ୍ୟନ୍ତ ସିଲ୍ ହେଲା । ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ପୁଣି ଏହାକୁ ସିଲ୍ କରିଛି ବିଏମସି । ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୯୬ଘଣ୍ଟା ସିଲ୍ କଲା ବିଏମସି । ପୁର୍ବରୁ ବ୍ୟାଙ୍କରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୨ଦିନ ପର୍ଯ୍ୟନ୍ତ ଅଫିସ୍ ସିଲ୍ କରାଯାଇଥିଲା । ତେବେ ଆଜି ସାରା ରାଜ୍ୟରୁ ୮୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧାରୁ ୧୪୪ ଜଣ ଚିହ୍ନଟ ହୋଇଛନ୍ତି ।

  • Tags:

Subscribe

National International State Sports Entertainment