ଭାରତ ଏବଂ ନିଉଜ଼ଲାଣ୍ଡ ମଧ୍ୟରେ ହେଉଥିବା ତୃତୀୟ ଦିନିକିଆ ମ୍ୟାଚ ରେ ନିଉଜ଼ଲାଣ୍ଡ ଅଧିନାୟକ ଟମ ଲଥାମ ଟସ୍ ଜିତି ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି | ସଦ୍ୟତମ ସୂଚନା ମୁତାବକ ଭାରତ ପ୍ରଥମେ ବ୍ୟାଟିଂ କରି 18 ଓଭର ଶେଷସୁଦ୍ଧା ବିନା କୌଣସି ଉଇକେଟ ହରାଇ 151 ରନ ସଂଗ୍ରହ କରିଛି | ରୋହିତ ଶର୍ମା 78 ଏବଂ ଶୁବମନ ଗିଲ 69 ରନ ସଂଗ୍ରହ କରିଛନ୍ତି | ପୂର୍ବ ମ୍ୟାଚ ଭଳି ଏଥର ମଧ୍ୟ ଶୁବମନ ରେକର୍ଡ କରିବେ ବୋଲି ଆଶା |