Home >
ବାଲେଶ୍ୱରରୁ ଧରାପଡ଼ିଲା ୧୦୦ ଗ୍ରାମ ବ୍ରାଉନ୍ ସୁଗାର ସହ ନଗତ ୨୩ଲକ୍ଷ ଟଙ୍କା
Khabar Odisha:Rs-23-lakh-in-cash-was-seized-from-100-grams-of-brown-sugar-from-Balasore
ବାଲେଶ୍ୱର,ନଭେମ୍ବର 22 (ଖବର ଓଡ଼ିଶା):

ବାଲେଶ୍ୱରରୁ ଧରାପଡ଼ିଲା ବଡ଼ ଧରଣର ଡ଼୍ରଗ୍ସ କାରବାର ।ତେବେ ଆଜି ଅରଡ଼ ବଜାରରୁ ୧୦୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନୁକ ମୁଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା । ତେବେ କେବଳ ବ୍ରାଉନସୁଗାର ଜବତ କରାଯାଉନାହିଁ ତା ସହିତ ୨୩ ଲକ୍ଷରୁ ଉର୍ଦ୍ଧ ନଗତ ଟଙ୍କା ମଧ୍ୟ ଜବତ କରାଯାଇଛି । ତେବେ ଏହାକୁ ନେଇ ପୋଲିସ୍ ଅଧିକ ଛାନବିନ୍ ଚଳାଇଛି ।

  • Tags:

Subscribe

National International State Sports Entertainment