Home >
ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ : ଆକ୍ରମଣରେ ଆରଆଇ ଓ କନିଷ୍ଠ କିରାଣୀ ମଧ୍ୟ ଆହତ
Khabar Odisha:Parjang-Tehsildar-critically-injured-after-being-allegedly-attacked-during-a-raid-to-check-illegal-soil-lifting
ଖବର ଓଡିଶା : 26/05/2023:

ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ । ଢେଙ୍କାନାଳ କାମାକ୍ଷାନଗର ପରଜଙ୍ଗ ତହସିଲଦାର ସି.ଏସ.ପଟେଲ ମୁହଁ ଓ ମୁଣ୍ଡରେ ଆଘାତ । ଆକ୍ରମଣରେ ଆରଆଇ ଓ କନିଷ୍ଠ କିରାଣୀ ମଧ୍ୟ ଆହତ ।ଆଘାତ ତିନିଜଣ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି । ସୂଚନା ମୁତାବକ ବେଆଇନ ମାଟି ଚାଲାଣ ବେଳେ ତହସିଲଦାର ରେଡ କରିବା ବେଳେ ପଥର ଖଣ୍ଡ ଗାଁ ନିକଟରେ ଆକ୍ରମଣ କଲେ ମାଫିଆ ।  ଘଟଣାସ୍ଥଳରେ ପୋଲିସ ପହଂଚି ଏକ ଟ୍ରାକ୍ଟର ଜବତ କରିବା ସହ ମାଫିଆ ମାନେ ଚମ୍ପଟ ମାରିଛନ୍ତି । 

Subscribe

National International State Sports Entertainment