Home >
ବିଜେଡି ମୁଖପାତ୍ର ଭାବେ ମହେନ୍ଦ୍ର କୁମାର ବଢ଼େଇ ଙ୍କୁ ମିଳିଲା ନିଯୁକ୍ତି, ବିଜେଡ଼ି ଦଳ ପକ୍ଷରୁ ଘୋଷଣା
Khabar Odisha:Mahendra-Kumari-has-been-appointed-as-the-spokesperson-of-BJD-announced-by-the-BJD-party
ଭୁବନେଶ୍ୱର, ନଭେମ୍ବର ୨୪(ଖବର ଓଡ଼ିଶା)

ବିଜେଡି ମୁଖପାତ୍ର ଭାବେ ମହେନ୍ଦ୍ର କୁମାର ବଢ଼େଇ ଙ୍କୁ ନିଯୁକ୍ତ ।ବର୍ତ୍ତମାନ ପଦମପୁର ନିର୍ବାଚନୀ ପ୍ରଚାରରେ ନିୟୋଜିତ ଅଛନ୍ତି ମହେନ୍ଦ୍ର କୁମାର ବଢେଇ । ମହେନ୍ଦ୍ରଙ୍କୁ ଦଳ ପକ୍ଷରୁ ନୂତନ ଦାୟିତ୍ୱ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ରଂଜନ ମଙ୍ଗରାଜ । କିଛିଦିନ ତଳେ ମହେନ୍ଦ୍ର ବଢେଇ OAS ପଦବୀରୁ ଭିଆରଏସ୍ ନେଇ ବିଜେଡିରେ ଯୋଗ ଦେଇଥିଲେ । ଦଳ ପାଇଁ କାର୍ଯ୍ୟ କରିବେ ବୋଲି ସେ ଚାକିରୀ ଛାଢିଥିଲେ । ତେବେ ଦଳ ତାଙ୍କ ଗୁରୁତ୍ୱକୁ ପରିଲିଖିତ କରି ଦଳର ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି । 

  • Tags:

Subscribe

National International State Sports Entertainment