Home >
୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ହାସ୍ୟୋଭିନେତ୍ରୀ ଭାରତୀ ସିଂହ ଓ ସ୍ବାମୀ ହର୍ଷ
Khabar Odisha:Comedian-Bharati-Singh-and-her-husband-Harsh-went-to-judicial-custody-for-14-days
ମୁମ୍ବାଇ, ନଭେମ୍ବର ୨୨ (ଖବର ଓଡ଼ିଶା):

ବଲିଉଡ ହାସ୍ୟୋଭିନେତ୍ରୀ ଭାରତୀ ସିଂହ ଏବଂ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କୁ କିଲ୍ଲା ଅଦାଲତ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟଙ୍କୁ ନ୍ୟାୟିକ ହେପାଜତରେ ରଖିବାକୁ ଅଦାଲତ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ମୁମ୍ବାଇ କିଲ୍ଲା କୋର୍ଟରେ ଆଜି ତାଙ୍କୁ ହାଜର କରାଯାଇଛି । ଭାରତୀ ସିଂଙ୍କ ଓ ତାଙ୍କ ସ୍ୱାମୀ ହର୍ଷଙ୍କର ମେଡ଼ିକାଲ ଯାଂଚ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି । ସେମାନେ ଡ୍ରଗ୍ନ ନେଉଥିବା କଥାକୁ ସ୍ୱୀକାର କରିଥିଲେ ।

  • Tags:

Subscribe

National International State Sports Entertainment