Home >
ସ୍ଵରସ୍ଵତୀମୂର୍ତ୍ତୀ ଆଣିବାକୁ ଯାଇ ଦୁର୍ଘଟଣା:ଦୁଇ ଛାତ୍ର ଗୁରୁତର , ତିନି ଆହତ
Khabar Odisha:Auto-turn-over-Two-students-were-seriously-injured-and-three-were-injured-in-the-accident
ଖବର ଓଡିଶା : 25/01/2023:

ବାଲେଶ୍ଵର ଜଳେଶ୍ଵରରେ ଅଘଟଣ। ସ୍ଵରସ୍ଵତୀପୂଜା ପାଇଁ ମୂର୍ତ୍ତୀ ଆଣିବାକୁ ଯିବା ସମୟରେ ଓଲଟିଲା ଅଟୋ। ଦୁର୍ଘଟଣାରେ ଦୁଇ ଛାତ୍ର ଗୁରୁତର , ତିନି ଆହତ । ଦୁର୍ଘଟଣା ହୋଇଥିବା ଛାତ୍ରମାନେ ହେଉଛନ୍ତି ଜଳେଶ୍ଵର ବ୍ଲକ ଓଲମାରା ସରକାରୀ ଉଚ୍ଚବିଦ୍ୟାଳୟର । ସ୍ଥାନୀୟ ବଜାର କୁ ପାଞ୍ଚ ଜଣ ଛାତ୍ର ମୂର୍ତ୍ତି ଆଣିବାକୁ ଯାଉଥିବା ବେଳେ ଦୁର୍ଭାଗ୍ୟବଶତଃ ଅଟୋ ଟି ଓଲଟିବା ଫଳରେ ଏହି ଦୁର୍ଘଟଣା ଘଟିଛି |

Subscribe

National International State Sports Entertainment