ବାଲେଶ୍ଵର ଜଳେଶ୍ଵରରେ ଅଘଟଣ। ସ୍ଵରସ୍ଵତୀପୂଜା ପାଇଁ ମୂର୍ତ୍ତୀ ଆଣିବାକୁ ଯିବା ସମୟରେ ଓଲଟିଲା ଅଟୋ। ଦୁର୍ଘଟଣାରେ ଦୁଇ ଛାତ୍ର ଗୁରୁତର , ତିନି ଆହତ । ଦୁର୍ଘଟଣା ହୋଇଥିବା ଛାତ୍ରମାନେ ହେଉଛନ୍ତି ଜଳେଶ୍ଵର ବ୍ଲକ ଓଲମାରା ସରକାରୀ ଉଚ୍ଚବିଦ୍ୟାଳୟର । ସ୍ଥାନୀୟ ବଜାର କୁ ପାଞ୍ଚ ଜଣ ଛାତ୍ର ମୂର୍ତ୍ତି ଆଣିବାକୁ ଯାଉଥିବା ବେଳେ ଦୁର୍ଭାଗ୍ୟବଶତଃ ଅଟୋ ଟି ଓଲଟିବା ଫଳରେ ଏହି ଦୁର୍ଘଟଣା ଘଟିଛି |