ରାଜଧାନୀ ରାସ୍ତାରେ ଚଳନ୍ତା ଗାଡ଼ିରେ ନିଆଁ
Khabar Odisha:fire-catch-running-car-in-bhubneswar

ଭୁବନେଶ୍ୱର,ଏପ୍ରିଲ୨(ଖବର ଓଡିଶା); ଭୁବନେଶ୍ୱର ପାୱାର ହାଉସ ଛକ ନିକଟରେ ଓଡି-୦୨ ଏଭି- ୧୬୨୫ ନମ୍ବର ଥିବା ଗାଡି ରେ ଲାଗିଛି ନିଆଁ ।ଘଟଣା ସ୍ଥଳରେ ଅଗ୍ନିଶମ ବାହୀନି ପହଚିଂ ନିଆଁକୁ ଆୟତ କରିଛି । ତେବେ ଏହି ଦର୍ଘଟଣାରୁ ଅଳ୍ପକେ ଡ୍ରଇଭର ସମେତ ଦୁଇଜଣ ଲୋକ ଅଳ୍ପକେ ବର୍ତି ଯାଇଛନ୍ତି । ସର୍ଟ ସକ୍ରିଟ ପାଇଁ ଗାଡିରେ ନିଆଁ ଲାଗିଥିବା ସୂଚନା ମିଳିଛି । ଗାଡି ଚାଳକଙ୍କ ନାମ ଲକ୍ଷ୍ମିଧର ସହୁ ସେ ନୟାଗଡ ନୂଆଗାଁ ବ୍ଲକ ରାଇକିଆ ଗ୍ରମର ବାସିନ୍ଦା ବୋଲି ଜଣାପଡଛି । ତେବେ ସେ ଭରବଙ୍କନଶ୍ୱରର କ୍ୟପିଟାଲ ହସପିଟାଲକୁ ଚିକିତ୍ସା ପାଇଁ ଅସିଥିଲେ । କାରଟି ନିଆଁ ଲାଗି ଅଦା ଜଳି ଯାଇଥିବା ବେଳେ କାର ଭିତରେ ଥିବା ସମସ୍ତ ବ୍ୟକ୍ତି ସୁରକ୍ଷିତ ଅଛନ୍ତି ।

  • Tags:

Subscribe

National International State Sports Entertainment