ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅକ୍ୱାନ’ ସ୍ଥଳଭାଗ ଗୋପାଳପୁରଠାରେ ସ୍ଥଳ ଭାଗ ଛୁଇଁଚି । ଭୀଷଣ ବାତ୍ୟା ଅକ୍ୱାନ ଦୁର୍ବଳ ହୋଇ ବାତ୍ୟା ରୂପରେ ସ୍ଥଳ ଭାଗ ଛୁଇଁଚି । ସକାଳ ୭ଟା ୩୦ରୁ ୮ଟା ୩୦ ମଧ୍ୟରେ ବାତ୍ୟା ସ୍ଥଳଭାମଗ ଛୁଇଁଥିଲା। ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୨ ଘଣ୍ଟା ଧରି ଜାରି ରହିଥିଲା । ଏହା ପରେ ସ୍ଥଳଭାଗ ସମ୍ପୂର୍ଣ୍ଣଭାବେ ଅତିକ୍ରମ କରିଛି ।
Read More >