କୋଲକାତା: ନିର୍ବାଚନ ହାରିବା ପରେ ପଶ୍ଚିମବଙ୍ଗ ଏବେ ବିରୋଧୀ ଶୂନ୍ୟ ହୋଇପାରେ। ଯେମିତି ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସହ ହେଲା ଠିକ୍ ସେମିତି ମମତା ବାନାର୍ଜୀଙ୍କ ସହ ଘଟିପାରେ। ୩୦ ବର୍ଷ ତଳେ ମମତା ଯେଉଁ ଦଳକୁ ଗଠନ କରିଥିଲେ, ଏବେ ବିଦ୍ରୋହୀ ବିଧାୟକମାନେ ଷଡ଼ଯନ୍ତ୍ର କରି ମମତାଙ୍କ ଠାରୁ ସେହି ଦଳ ଛଡ଼ାଇ ନେଇପାରନ୍ତି।
Read More >