ମାହାଙ୍ଗା ଡବଲ ମର୍ଡର ମାମଲାରେ ଯାହା ବିରୋଧରେ ଅଭିଯୋଗ ଅଛି ତୁରନ୍ତ ଦଣ୍ଡ ମିଳୁ : ସୁର
Khabar Odisha:Mahanga-Double-Murder-case-Sura-Routray-Statement
ଭୁବନେଶ୍ୱର, ଜାନୁଆରୀ 04 (ଖବର ଓଡିଶା) :

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଖରାପ ହେଉଛି  । ଅପରାଧ ବଢିୁଛି  ।  ନବୀନ୍ ତୁମେ ନିଜେ ହୋମ ମିନିଷ୍ଟର  । ସବୁକୁ ଆଡ଼େଇ ଦିଅନି...ଆମ ପଛରେ ଯାହା କେସ ଅଛି, ବାହାର କରି ଦଣ୍ଡ ଦିଅ  । ତା ହେଲେ ଆଇନ ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ୱାସ ଆସିବ  । ଯାହା ବିରୋଧରେ ଅଭିଯୋଗ ଥାଉ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ  । ମାହାଙ୍ଗା ଡବଲ ମର୍ଡର ମାମଲରେ ଏତଲା କପିରେ ଆଇନ ମନ୍ତ୍ରୀଙ୍କ ନାଁ ଥିବା ସତ୍ତ୍ୱେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ମନ୍ତ୍ରୀ ଯୋଗଦେବା ଲଜ୍ଜା ଜନକ ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ  ।

  • Tags:

Subscribe

National International State Sports Entertainment