ରୁଷ-ୟୁକ୍ରେନ ବିବାଦ ମଧ୍ୟରେ ରୁଷରୁ ଅଶୋଧିତ ତୈଳ କିଣିବା ପାଇଁ ଭାରତ ଉପରେ ପଶ୍ଚିମା ଦେଶମାନଙ୍କ ସମାଲୋଚନାର ଉପଯୁକ୍ତ ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ଫିନଲ୍ୟାଣ୍ଡରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପାଶ୍ଚାତ୍ୟ ଦେଶଗୁଡ଼ିକର ଦ୍ୱନ୍ଦ୍ୱ ମାନଦଣ୍ଡର ପର୍ଦ୍ଦାଫାସ କରିଛନ୍ତି।
Read More >