ଆଜି ରାଜ୍ୟରେ 8836 ଜଣ କରୋନାରୁ ସୁସ୍ଥ, 7,81,488ପହଞ୍ଚିଲା ସୁସ୍ଥ ତାଲିକା
Khabar Odisha:Today-the-number-of-Recover-people-From-Covid-in-the-state-is-8836-reaching-781488

ଭୁବନେଶ୍ୱର, ଜୁନ୍ 11(ଖବର ଓଡ଼ିଶା): ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଆଜି ପୁଣି 8516 କୋଭିଡ୍ ରୋଗୀ ସୁସ୍ଥ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିସାଇ ରାଜ୍ୟରେ ମୋଟ 7,81,488 ଜଣ କରୋନାରୁ ଆରୋଗ୍ଯ ହେଲେଣି। ଆଜି ଖୋର୍ଦ୍ଧାରୁ ସର୍ବାଧିକ 1118 ସୁସ୍ଥ ହୋଇଥିବା ବେଳେ କଟକରୁ 738, ବାଲେଶ୍ବରରୁ 564,ମୟୁରଭଞ୍ଜରୁ 556, ଯାଜପୁରରୁ 514 , ଢେଙ୍କାନାଳରୁ 485,ସୁନ୍ଦରଗଡରୁ 473,ପୁରୀରୁ 437,ରାୟଗଡାରୁ 369, ଜଗତସିଂହପୁରରୁ 256 ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ବୌଦ୍ଧରୁ 254 , ନୟାଗରୁ 224 ,
କେନ୍ଦ୍ରାପଡାରୁ 221,ନବରଙ୍ଗପୁରରୁ 215,ଅନୁଗୁଳରୁ 203, କଳାହାଣ୍ଡିରୁ 182, ବରଗଡରୁ 181, କେଉଁଝରରୁ 173 , କୋରାପୁଟରୁ 168 ,ସମ୍ବଲପୁରରୁ 160, ଭଦ୍ରକରୁ 144, ସୋନପୁରରୁ 132, ମାଲକାନଗିରିରୁ 99, ବୋଲାଙ୍ଗୀରରୁ 89, ଝାରସୁଗୁଡାରୁ 80, ଦେଓଗଡରୁ 71, କନ୍ଦମାଳରୁ 70, ଗଜପତିରୁ 56, ନୁଆପଡାରୁ 50, ଗଞ୍ଜାମରୁ 49, ରାଜ୍ୟ ପୁଲରୁ 185।

  • Tags:

Subscribe

National International State Sports Entertainment