ଜୁଲାଇ ୩୧ ଯାଏଁ ପ୍ରତି ଶନିବାର ଓ ରବିବାର କନ୍ଧମାଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କଲା ଜିଲ୍ଲା ପ୍ରଶାସନ
Khabar Odisha:The-district-administration-declared-Kandhamal-district-a-complete-shutdown-every-Saturday-and-Sunday-until-July-31
କନ୍ଧମାଳ, ଜୁଲାଇ ୦୨ (ଖବର ଓଡ଼ିଶା):

ଜୁଲାଇ ୩୧ ଯାଏଁ ପ୍ରତି ଶନିବାର ଓ ରବିବାର କନ୍ଧମାଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କଲା କନ୍ଧମାଳ ଜିଲ୍ଲା ପ୍ରଶାସନ । ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଓ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ନିଆଗଲା ଏଭଳି ନିଷ୍ପତି ।

ସୋମବାର ଠାରୁ ଶୁକ୍ରବାର ସକାଳ ୭ ଟା ରୁ ଅପରାହ୍ନ 1 ଟା ଯାଏଁ ଖୋଲାରହିବ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ । କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୭୮ ଜଣ ସଂକ୍ରମଣ ହୋଇଥିବା ବେଳେ ୧୭୫ ଜଣ ସୁସ୍ଥ ହୋଇଛନ୍ତି ।

  • Tags:

Subscribe

National International State Sports Entertainment