ଇରାନର ଇସଫାହାନ ପରମାଣୁ କେନ୍ଦ୍ର ନିକଟରେ ଏକ ୯୦୦ କିଲୋଗ୍ରାମ ବଙ୍କର ବଷ୍ଟର ବୋମା ମାଡ଼ ହେବା ପରେ ପଶ୍ଚିମ ଏସିଆରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆହୁରି ତୀବ୍ରତର ହୋଇଛି। ଏହି ଆକ୍ରମଣ ପରେ ରାତିର ଅନ୍ଧାରରେ କିଛି ମିଟର ଉଚ୍ଚ ନିଆଁ ଉଠି ଅଞ୍ଚଳକୁ ଧୂଆଁରେ ପୂର୍ଣ୍ଣ କରିଥିଲା।
Read More >